Masthead

ଅଭିଭାଷଣ ରଖିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଲୋକସଭାରେ ଅଭିଭାଷଣ ରଖିଲେ ରାହୁଲ ଗାନ୍ଧୀ । ସଦସ୍ୟତା ଫେରିପାଇଥିବାରୁ ଧନ୍ୟବାଦ ଦେଇ ଅଭିଭାଷଣ ଆରମ୍ଭ କଲେ । ଆଜି ମୁଁ ହୃଦୟରୁ ଭାଷଣ ରଖିବାକୁ ଯାଉଛି । ମୋ ଭାଷଣରେ ଡରିବାର କିଛି ନାହିଁ,ଆଦାନୀ ଉପରେ ଆଜି କିଛି କହିବିନି ବୋଲି କହିଲେ ରାହୁଲ ।

ଭାରତ ଯୋଡ ଯାତ୍ରାକୁ ନେଇ ମତ ରଖି ରାହୁଲ କହିଛନ୍ତି ମୋ ଯାତ୍ରା ଏଯ।ଏଁ ସରିନି । ମଣିପୁର ଘଟଣାର କରୁଣ ଅଭିଜ୍ଞତା ବଖାଣିବାକୁ ଯାଇ ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ହିନ୍ଦୁସ୍ତାନ ନୁହେଁ । ମଣିପୁରକୁ ଭାଗ କରାଯାଇଛି । ବିଜେପି ମଣିପୁରକୁ ୨ ଭାଗ କରିଛି । ଆପଣ ଭାରତ ମା’ର ହତ୍ୟାକାରୀ । ଆପଣ ଦେଶଦ୍ରୋହୀ, ଦେଶ ପ୍ରେମୀ ନୁହେଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ