Masthead

କଂଗ୍ରେସ-ବିଜେପି ପରସ୍ପରକୁ ତାଳିମାରି ଉସକାଉଛନ୍ତି: ଅରୁଣ ସାହୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧି ପ୍ରସଙ୍ଗକୁ ନେଇ ଗୃହରେ ଝଡ଼ ଦେଖିବାକୁ ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକ ରାହୁଲଙ୍କ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ନ ଖୋଲିବା ନେଇ ଉତ୍ତର ରଖିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ବିଧାନସଭାରେ କଂଗ୍ରେସ ଗଣ୍ଡଗୋଳ କରିବ ଆଉ ଗୃହ ଚାରିଟା ପର୍ଯ୍ୟନ୍ତ ମୁଲତବି ହୋଇଯିବ । କିଏ ଏକ କିଏ ଦୁଇ ବୁଝାପଡୁନି । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଠିକ ଭାବେ ଲଢ଼ିଥିଲେ ବିଜେପି ଜିତିଥାନ୍ତା ।

ସେପଟେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ନିଜସ୍ୱ ଢଙ୍ଗରେ କିଏ କାହା ମତ ରଖିବ, ସେଥିରେ ସମସ୍ତଙ୍କ ଅଧିକାର ଅଛି. ହେଲେ ମାସେ ହେଲା ବିଧାନସଭାରେ ହାତ ମିଶାଇ ପ୍ରସଙ୍ଗ ଉଠାଉଛନ୍ତି କଂଗ୍ରେସ ଓ ବିଜେପି । ପରସ୍ପରକୁ ତାଳି ମାରି ଉସକାଉଛନ୍ତି । ଉଭୟଙ୍କ ଭିତରେ ନିବିଡ଼ ସମ୍ପର୍କ ରହିଛି ବୋଲି କହିଛନ୍ତି ଅରୁଣ । ଗୃହରେ କୋଳାକୋଳି ହେଉଛନ୍ତି । ମିଳିମିଶି ବିଧାନସଭା ବନ୍ଦ କରୁଛନ୍ତି । ନିଜ ଢଙ୍ଗରେ ପ୍ରତିବାଦ କରନ୍ତୁ । ହେଲେ ଗୃହ ଚାଲିବାକୁ ଦିଅନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ