Masthead

ଦୁଇ ଦିନିଆ ଲଦାଖ ଗସ୍ତରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦୁଇ ଦିନିଆ ଲଦାଖ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧି। ପୂର୍ବରୁ ରାହୁଲ ଦୁଇଥର ଜମ୍ମୁ କଶ୍ମୀର ଗସ୍ତ କରିଥିଲେ, କିନ୍ତୁ ସେ ଲଦାଖ ଯାଇପାର ନ ଥିଲେ। ଚଳିତ ବର୍ଷ ଜାନୁଆରୀରେ ରାହୁଲ ଭାରତ ଯୋଡୋ ଯାତ୍ରା ସମୟରେ ଜମ୍ମୁ କଶ୍ମୀର ଗସ୍ତ କରିଥିଲେ। ଏହା ପରେ ଫେବୃଆରୀରେ ସେ ପୁଣି ଥରେ ବ୍ୟକ୍ତିଗତ ଗସ୍ତରେ ଜମ୍ମୁ କଶ୍ମୀର ଯାଇଥିଲେ। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୟୁରୋପ ଗସ୍ତରେ ଯାଇପାରନ୍ତି। ତାଙ୍କର ଏହି ଗସ୍ତରେ ସେ ତିନୋଟି ଦେଶ ବେଲଜିୟମ, ନରୱେ ଏବଂ ଫ୍ରାନ୍ସକୁ ଯାତ୍ରା କରିବେ।

ସୂଚନାନୁସାରେ, ଏହି ସମୟରେ ରାହୁଲ ଗାନ୍ଧି ୟୁରୋପୀୟ ୟୁନିଅନର ସାଂସଦ, ଭାରତୀୟ ବିଦେଶୀ ତଥା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଭେଟିବେ।ଖାଲି ସେକତିକି ନୁହେଁ ଆସନ୍ତା ମାସରେ କାର୍ଗିଲ ହିଲ ପରିଷଦ ନିର୍ବାଚନ ହେବ । ଏହି ସମୟରେ ସେ କଂଗ୍ରେସ ନେତାଙ୍କ ସହ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ। ଏହା ସହିତ ସେ ଆସନ୍ତା ମାସରେ ହେବାକୁ ଥିବା କାର୍ଗିଲ ହିଲ ପରିଷଦ ନିର୍ବାଚନ ପାଇଁ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢାଇ ପାରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି