Before Header

ଗୋ-ଖାଦ୍ୟ କଣ୍ଟେନରରେ ଗଞ୍ଜେଇ

0 13

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଗୋଖାଦ୍ୟ ବୋଝେଇ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତା ମାଲକାନଗରିରୁ ଜୟପୁର ଯାଉଥିବା ଏକ କଣ୍ଟେନରରୁ ଚମ୍ପାଖାରୀ ଚେକ ପୋଷ୍ଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କଣ୍ଟେନରଟି ଦ୍ରୁତ ଗତିରେ ଯାଉଥିବାବେଳେ ମାଲକାନଗିରି ପୋଲିସ ସନ୍ଦେହ କରି ଯାଞ୍ଚ କରିଥିଲା । ସେଥିରୁ ୩ ରୁ ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.