Masthead

ରାହୁଲଙ୍କ ଆଟାକ୍, ସ୍ମୃତିଙ୍କ କାଉଂଟର ଆଟାକ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଂସଦରେ ରାହୁଲଙ୍କ ଆଟାକ୍, ସ୍ମୃତିଙ୍କ କାଉଂଟର ଆଟାକ୍ । ରାହୁଲଙ୍କ ପ୍ରତ୍ୟେକଟି ପ୍ରଶ୍ନର ପାଲଟାୱାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାହୁଲ ଇଣ୍ଡିଆ ନୁହଁନ୍ତି ବୋଲି କହି ନିଶାଣା ସାଧିଛନ୍ତି ସ୍ମୃତି ଇରାନୀ । ଏହା ସହ ସେ ତାଙ୍କ ସ୍ପିଚ୍ ରେ କଂଗ୍ରେସ ତଥା ଇଣ୍ଡିଆକୁ ୭ଟି ମୁଖ୍ୟ ଆଟାକ କରିଛନ୍ତି ।

ଆଟାକ୍ ନମ୍ବର-୧: ଦୁର୍ନୀତି, ଭ୍ରଷ୍ଟାଚାର, ଭାରତ ଛାଡ଼ ଆନେ୍ଦାଳନ
ଆଟାକ୍ ନମ୍ବର-୨: କଂଗ୍ରେସ ଦେଶକୁ ବିଭାଜିତ କରୁଛି
ଆଟାକ୍ ନମ୍ବର-୩: ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ଆଟାକ୍ ନମ୍ବର-୪: କଂଗ୍ରେସ ଦୁର୍ନୀତିକୁ ପ୍ରୋସôାହିତ କରୁଛି
ଆଟାକ୍ ନମ୍ବର-୫: କଂଗ୍ରେସର ନିର୍ଭୟା ରେପିଷ୍ଟକୁ ସହାୟତା
ଆଟାକ୍ ନମ୍ବର-୬: କଂଗ୍ରେସ ସରକାରରେ ଅପରାଧର ଲମ୍ବା ଫର୍ଦ୍ଦ
ଆଟାକ୍ ନମ୍ବର-୭: କଂଗ୍ରେସ ସରକାରରେ ଦଳିତ ଓ ଆଦିବାସୀଙ୍କୁ ଅଣଦେଖା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା