Before Header

୬ଫୁଟର ଲକ୍ଷ୍ମୀନୃସିଂହ ମୂର୍ତ୍ତି ଚୋରି କଲେ ଦୁବୃର୍ତ୍ତ

0 28

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ମାତିଲେଣି ମୂର୍ତ୍ତି ଚୋର। ପ୍ରଭୁ ନୃସିଂହଙ୍କ ଜନ୍ମଦିନରେ ସାଇକେଲରେ ଆସି ମନ୍ଦିର ଭିତରେ ପଶି ଲକ୍ଷ୍ମୀନୃସିଂହଙ୍କ ମୂର୍ତ୍ତି ଚୋରି କରି ନେଲା ଜଣେ ଦୁର୍ବୃତ୍ତ। ପୁରୀ ଟାଉନ ଥାନା ଅଞ୍ଚଳର ଶନି ମନ୍ଦିର ଛକରେ ଥିବା ୬ଫୁଟର ଲକ୍ଷ୍ମୀନୃସିଂହ ମନ୍ଦିରରୁ ମୂର୍ତ୍ତି ହୋଇଛି ଚୋରି। ଏନେଇ ମନ୍ଦିର କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମୂର୍ତ୍ତି ଚୋରି ସମୟର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।

Leave A Reply

Your email address will not be published.