Masthead

ବିଜେପିକୁ ରାହୁଲଙ୍କ ପ୍ରଶ୍ନ, କୋଟିପତିଙ୍କୁ କାହିଁକି ରକ୍ଷା କରୁଛି ବିଜେପି?

ରାୟପୁର (ବଡ଼ ଖବର ବ୍ୟୁରୋ): ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । କହିଲେ ବିଜେପି ସତ୍ତାଗ୍ରହୀ, ଆମେ ସତ୍ୟାଗ୍ରହୀ । ଆହୁରି ମଧ୍ୟ କହିଛନ୍ତି ଆଦାନୀ-ମୋଦି ଏକ । ଏବଂ ପ୍ରଶ୍ନ କରିଛନ୍ତି ବିଜେପି କାହିଁକି କୋଟିପତିଙ୍କୁ ରକ୍ଷା କରୁଛି? ‘ମୋତେ ୫୨ ବର୍ଷ ହେଲାଣି, ମୋର ନିଜର ଘର ନାହିଁ। ୨୦୧୪ରେ ଅଦାନୀ ବିଶ୍ୱର ଧନୀ ତାଲିକାରେ ୬୦୯ ନମ୍ବରରେ ଥିଲେ, ୨୦୨୩ରେ ୨ ନମ୍ବରକୁ ଆସିଲେ କେମିତି?

କଂଗ୍ରେସର ରାୟପୁର ସର୍ବଦଳୀୟ ଅଧିବେଶନରେ ଗାନ୍ଧୀ କହିଛନ୍ତି, “ମୁଁ ସଂସଦରେ ଗୌତମ ଆଦାନୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ବୋଲି ପଚାରିଥିଲି। ସରକାର ଏବଂ ଏହାର ମନ୍ତ୍ରୀମାନେ ବ୍ୟବସାୟୀଙ୍କୁ ଉଦ୍ଧାର କରିବାକୁ ଆସିଥିଲେ।” ରାହୁଲ ଗାନ୍ଧୀ କହିଛନ୍ତି, ସଂସଦରେ ଆଦାନୀଙ୍କ ବିଷୟରେ କେହି ପ୍ରଶ୍ନ ପଚାରି ପାରିବେ ନାହିଁ … ସତ୍ୟ ନ ଆସିବା ପର୍ୟ୍ୟନ୍ତ ଆମେ ପ୍ରଶ୍ନ ପଚାରିବୁ। ସୂଚନା ଅନୁସାରେ ରାହୁଲ ଗାନ୍ଧୀଙ୍କର ପ୍ରାୟ ₹୧୫ କୋଟି ଟଙ୍କାର ସମ୍ପତ୍ତି ଥିଲେ ବି ନିଜର ଘର କିମ୍ବା ଗାଡ଼ି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା