Masthead

ଧରାପଡିଲେ କୋଟିପତି ସେକ୍ସନ ଅଫିସର

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ପଞ୍ଚାୟତ ଅଫିସର ସେକ୍ସନ ଅଫିସର ସଂଯୁକ୍ତା ଦାସ ଧରାପଡିଛନ୍ତି । ସାତପୁରାସ୍ଥିତ ତାଙ୍କର ତିନି ମହଲା କୋଠାଘର ମୂଲ୍ୟ ୩୭ ଲକ୍ଷ ୬୪ ହଜାର ୭୮୭ ,ପାଣିସାଳିଆରେ ଥିବା ଦୁଇ ମହଲା କୋଠାଘର ମୂଲ୍ୟ ୧୫ ଲକ୍ଷ ୭୪ ହଜାର ୪୮୫ ଟଙ୍କା, କଟକ ମହାନଦୀ ବିହାର ସ୍ଥିତ ଫ୍ଲାଟ ମୂଲ୍ୟ ୪୪ ଲକ୍ଷ ୬୩ ହଜାର ୬୪୨ ଟଙ୍କା, ସାତପୁରା ଏବଂ ପାଣିସାଳିଆ ଠାରେ ଥିବା ୬ ଟି ପ୍ଲଟ ମୂଲ୍ୟ ଦୁଇ ଲକ୍ଷ ୭୨ ହଜାର ୩୪୮ ଟଙ୍କା, ଗୋଟେ ଚାରିଚକିଆ ଗାଡି ମୂଲ୍ୟ ୬ ଲକ୍ଷ ୨୨ ହଜାର ୩୭୭ ଟଙ୍କା, ଦୁଇଟି ବାଇକ ମୂଲ୍ୟ ୯୫ ହଜାର ୭୩୧ ଟଙ୍କା,ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ରେ ଜମା ରାଶି ୨୧ ଲକ୍ଷ ୧୩ ହଜାର ୬୫୨ ଟଙ୍କା,ଏଲଆଇସି ଡିପୋଜିଟ ମୂଲ୍ୟ ୧ ଲକ୍ଷ ୮୮ ହଜାର ୮୪୮ ଟଙ୍କା, ୯ ଲକ୍ଷ ଟଙ୍କାର ସୁନା, ନଗଦ ୬ ହଜାର ଟଙ୍କା ଘରୋଇ ଉପକରଣ ୨ ଲକ୍ଷ ୭ ହଜାର ଟଙ୍କା ଏହିପରି ସମୁଦାୟ ରାଶି ୧ କୋଟି ୪୨ ଲକ୍ଷ ୮ ହଜାର ୮୭୦ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ବିଭାଗ ପକ୍ଷରୁ ଜବତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ