Masthead

ଜୁଆ ଆଡ୍ଡାରେ ରେଡ଼

ବସ୍ତା (ବଡ଼ ଖବର ବ୍ୟୁରୋ): ଜଳେଶ୍ଵର ପୋଲିସର ଜୁଆ ଆଡ୍ଡା ଉପରେ ବଡ଼ ଧରଣ ରେଡ । ସୂଚନା ମୁତାବକ ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଓ ଝାଡେଶ୍ୱରପୁର ଅଞ୍ଚଳ ସୁବର୍ଣ୍ଣରେଖା ନଦୀ କୂଳରେ ଲକ୍ଷାଧିକ ଟଙ୍କାର ଜୁଆ ଦୀର୍ଘ ଦିନ ଧରି ଖେଳ ହେଉଥିଲା। ଖବର ପାଇ ଜଳେଶ୍ୱର ପୋଲିସ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ଗତକାଲି ରାତିରେ ଏହି ଜୁଆ ଆଡ୍ଡାକୁ ଘେରି ଯାଇଥିଲେ ।

ରେଡ ବେଳେ ଚାରି ଜଣକୁ ଗିରଫ କରିଛି ପୋଲିସ। ସେମାନଙ୍କ ପାଖରୁ ୧୮ହଜାର ଟଙ୍କା ସହ ୮ଟା ବାଇକ ୪ ଟି ମୋବାଇଲ ଜବତ ହୋଇଛି । ଆଉ କିଛି ଜୁଆ ଆଡ୍ଡାର ସଦସ୍ୟ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ସୂଚନା ମିଳିଛି। ସେପଟେ ଜଳେଶ୍ୱର ଆଇଆଇସି ରଞ୍ଜନ କୁମାର ସେଠୀ କହିଛନ୍ତି ଏହି ରେଡ଼ ଆଗକୁ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ