Masthead

ସୁସ୍ମିତାଙ୍କୁ ରାଜ୍ୟସଭା ଟିକେଟ

କୋଲକାତା(ବଡ଼ ଖବର ବ୍ୟୁରୋ): କିଛିଦିନ ପୂର୍ବରୁ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ସୁସ୍ମିତା ଦେବ । ଏହା ମଧ୍ୟରେ ସୁସ୍ମିତା ଦେବଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । ଏନେଇ ଦଳ ଟ୍ୱିଟ କରି ସୂଚନା ଦେଇଛି । ତେବେ ମହିଳାଙ୍କୁ ସଶକ୍ତି କରିବା ଓ ରାଜନୀତିରେ ସେମାନଙ୍କର ଅଧିକରୁ ଅଧିକ ଭାଗିଦାରି ସୁନିଶ୍ଚିତ କରିବା ମମତା ବାନାର୍ଜୀଙ୍କ ଲକ୍ଷ ।

ଏହା ଦ୍ୱାରା ଆମ ସମାଜକୁ ଅଧିକ ସାହାଯ୍ୟ ମିଳିପାରିବ ବୋଲି ତୃଣମୂଳ କଂଗ୍ରେସ ନିଜ ଟ୍ୱିଟରେ ଉଲ୍ଲେଖ କରିଛି । ଅପରପକ୍ଷରେ ରାଜ୍ୟସଭା ମନୋନୀତ ହେବା ପରେ ସୁସ୍ମିତା ଦେବ ଅତ୍ୟନ୍ତ ଖୁସିଥିବାର ଦେଖିବାକୁ ମିଳିଥିଲା । ଏହା ସହ ମୁଁ ମୋର ନେତା ମମତା ବାନାର୍ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ । ଅନ୍ୟପଟେ ସୁସ୍ମିତା ଦେବ ୧୬ ଅଗଷ୍ଟରେ କଂଗ୍ରେସ ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି