Masthead

ପୁଣି ଦେଖିବାକୁ ମିଳିବ ରାମାନନ୍ଦ ସାଗରଙ୍କ ରାମାୟଣ

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ଆରମ୍ଭରୁ ବିବାଦରେ ରହିଆସିଛି ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷ ।ଫିଲ୍ମର ବହୁ ଡ଼ାଇଲଗ ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଉଥିବାର ଅଭିଯୋଗ କରି ଲୋକେ ଫିଲ୍ମ ଟିକୁ ବିରୋଧ କରିଛନ୍ତି । ଏପରିକି ଏହାକୁ ବ୍ୟାନ କରିବା ପାଇଁ ଆବେଦନ ମଧ୍ୟ କରାଯାଇଥିଲା ।ଯେତେ ପୁନନିର୍ମାଣ ହେଲେବି ସମସ୍ତଙ୍କ ମନରେ ରହିଆସିଛି ରାମାନନ୍ଦ ସାଗରଙ୍କ ରାମାୟଣ । ଏପରିକି ଆଦିପୁରୁଷର ନିର୍ମାତାଙ୍କୁ ଦେଶବାସୀ ଆଉଥରେ ରାମାନନ୍ଦ ସାଗରଙ୍କ ରାମାୟଣ ଦେଖିବାକୁ ଉପଦେଶ ଦେଉଛନ୍ତି । ତେବେ ପୁଣି ଥରେ ଲୋକଙ୍କ ମନରେ ଧାର୍ମିକ ଭାବନା ଆଣିବାପାଇଁ ପରଦାରେ ଦେଖିବାକୁ ମିଳିବ ରମାନନ୍ଦ ସାଗରଙ୍କ ରାମାୟଣ ।ଏହା ସିମାରୋ ଟିଭିରେ ଆସନ୍ତା ଜୁଲାଇ ୩ ତାରିଖରୁ ପ୍ରଦର୍ଶିତ ହେବ ବୋଲି ଚ୍ୟାନେଲ ପକ୍ଷରୁ ଘୋଷଣା କରାଯାଇଛି । ଆଦିପୁରୁଷ ଦେଖିବାକୁ ଲୋକମାନେ ଥିଏଟରକୁ ଯାଉଛନ୍ତି, ଫିଲ୍ମଟି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବାରୁ ଫିଲ୍ମଟିକୁ ବନ୍ଦ କରିବାକୁ ଲୋକମାନେ କହୁଛନ୍ତି, କିନ୍ତୁ ଥିଏଟରରେ କେହି ବିଶୃଙ୍ଖଳା ନକରି କିଛି ଭଙ୍ଗାରୁଜା ନକରିଥିବାରୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା