ବିଶ୍ୱରେ ବିରଳ ଭାସମାନ ଡାକଘର

କାଶ୍ମୀର(ବଡ଼ ଖବର): ବିଶ୍ୱରେ ଭାରତ ହେଉଛି ଡାକର ସବୁଠୁ ବଡ଼ ନେଟୱର୍କ । ଯେଉଁଠାରେ ୧,୫,୦୧୫ଟି ଡାକଘର ରହିଛି । ଏହି ସେବାଟି ପ୍ରାୟ ୫ଶହ ବର୍ଷ ପୁରୁଣା । ଏଠାରେ ହାରାହାରି ପ୍ରତ୍ୟେକ ଡାକଘର ସାତ ହଜାରରୁ ଅଧିକ ଲୋକଙ୍କୁ ସେବା ଯୋଗାଇଥାଏ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ବିଶ୍ୱର ବିରଳ ତଥା ସବୁଠାରୁ ସ୍ୱତନ୍ତ୍ର ଡାକଘର ଜାମ୍ମୁ କାଶ୍ମୀରରେ ରହିଛି । ହଁ, ଶ୍ରୀନଗରର ଡାଲ ହ୍ରଦ କୂଳରେ ଥିବା ଏହା ଏକ ଭାସମାନ ଡାକଘର । ଏହା ହେଉଛି ଏକମାତ୍ର ଡାକଘର ଯାହା ରାତିରେ ମଧ୍ୟ ଖୋଲା ରହେ ।

୬ ବର୍ଷ ପୂର୍ବେ, ଏହି ଡାକଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ପରେ ଏହାକୁ ପୁନରୁଦ୍ଧାର କରାଯାଇଥିଲା । ଶ୍ରୀନଗରରେ ୨୪ ଘଣ୍ଟା ଖୋଲା ଥିବା ଏହି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜେନେରାଲ୍ ଥିଲେ ଜେନେରାଲ୍ ଜନ୍ ସାମୁଏଲ୍ ।

ସାମୁଏଲ ପୋଷ୍ଟ ଅଫିସରେ ପହଞ୍ଚିବା ମାତ୍ରେ ଆଗ ଏହାକୁ ସଫା କରୁଥିଲେ । ସାମୁଏଲଙ୍କ ଉଦ୍ୟମର ଫଳ ହେଉଛି ଆଜି ଏହି ଡାକଘରଟି ଏକ ପର୍ୟ୍ୟଟନ କେନ୍ଦ୍ର ଭାବରେ ପରିଚିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ