Masthead

ଟିକେଟ ଘୋଷଣା ପରେ ବିଜେଡିରେ କମ୍ପନ, ଦଳ ଛାଡିଲେ ବରିଷ୍ଠ ନେତୃତ୍ବ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ଟିକେଟ ଘୋଷଣା ପରେ ବିଜେଡି ଦଳରେ ଭୂକମ୍ପ। ରାୟଗଡ଼ା ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ବ ଛାଡୁଛନ୍ତି ଦଳ। ବିଜେଡିର ଉପ ସଭାନେତ୍ରୀ ସୁଜାତା ପାଳ, ରାଜ୍ୟ ସମ୍ପାଦକ ଅମିୟ ସ୍ବାଇଁ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଅବିନାଶ ବିଷୋୟୀ, ଜିଲ୍ଲା ଉପସଭାପତି ବିନାୟକ କର ଭଳି ବହୁ ବରିଷ୍ଠ ନେତୃତ୍ବ ନିଜର ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର । ଦଳର ରାଜ୍ୟ ସଭାପତିଙ୍କ ସହ ଉପସଭାପତି ଏନ୍ ଭାସ୍କର ରାଓ ଏବଂ ଅବଜରଭର ଅତନୁ ସବ୍ୟସାଚୀ ନାୟକଙ୍କୁ ପାଖକୁ ପଠାଇଲେ ଇସ୍ତଫା ପତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ