Before Header

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

0 75

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ଗଡ଼ ଖୋର୍ଦ୍ଧା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଣେ ମୃତ, ୨ ଜଣ ଗୁରୁତର । ଏନଏଚ ଉପରେ ଥିବା ସିସିଟିଭି କ୍ୟାମେରା ମରାମତି କରୁଥିବା ଗାଡ଼ିକୁ ପଛରୁ ପିଟିଲା ପିକଅପ୍ ଭ୍ୟାନ । ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ମାଛ ଆଣିବାକୁ ଯାଇଥିବା ବେଳେ ଘଟିଛି ଦୁର୍ଘଟଣା । ମୃତକ ଓ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ଗ୍ରସ୍ତ ଗାଡି ଭିତରେ ଗୁରୁତରମାନେ ଫଶି ରହିଥିବା ବେଳେ ଗାଡିକୁ ଗ୍ୟାସ କଟରରେ କାଟି ସେମାନଙ୍କୁ ବାହାର କରାଯାଇଛି ।

Leave A Reply

Your email address will not be published.