Masthead

ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ପୁଣି ଡକାୟତି ଆରମ୍ଭ  

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପ୍ରବେଶ ଦ୍ଵାର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ପୁଣି ଡକାୟତି ଆରମ୍ଭ  ।  ମାସକୁ ପାଖାପାଖି  ୬ ଲକ୍ଷ ରୁ ୭ ଲକ୍ଷ ଲୁଟୁଛନ୍ତି ଲୁଟେରା  । ବାହାର ରାଜ୍ୟର ବସ, ଟ୍ରକ୍ ଓ ପିକପ ଭ୍ୟାନ୍  ଭଳି ଗାଡିରୁ  ଜବରଦସ୍ତ କହୁଛନ୍ତି ଡକାୟତି  । ନିର୍ଦ୍ଧିଷ୍ଟ କିଛି ଯୁବକ ରାତିଦିନ ଟୋଲ୍ ଗେଟ୍ ନିକଟରେ ଚଳାଇଛନ୍ତି ଲୁଟ୍  ।  ପୂର୍ବରୁ  କିଛି ଯୁବକ ଟୁରିଷ୍ଟ ବସରୁ ଅର୍ଥ ଆଦାୟ କରି ପୋଲିସ ହତାରେ ଧରାପଡ଼ି ହୋଇଥିଲେ ଗିରଫ । ଏବେ ପୋଲିସର ନିଷ୍କ୍ରିୟତା ପାଇଁ ପୁଣି ଡକାୟତ ଦଳ  ହେଇଛନ୍ତି ସକ୍ରିୟ  ।

ନିଜକୁ ପୋଲିସ ଓ  ଆରଟିଓ  ଷ୍ଟାପ୍  କହି  ବସ୍ , ଟ୍ରକ୍ ଓ ପିକପରୁ ପ୍ରତିଦିନ ଆଦାୟ କରୁଛନ୍ତି ୨୦ ରୁ ୨୫ ହଜାର  । ଯେଉଁଠି ଟୋଲଗେଟର  କ୍ୟାମେରା ଆଗାରେ ଏତେବଡ ଡ଼କାୟତି ଉପରେ ବାଲେଶ୍ୱର ଏସପିଙ୍କ କାହିଁକି ପଡୁନି ଦୃଷ୍ଟି  । ଟୋଲଗେଟ୍ କ୍ୟାମେରାକୁ ଯାଞ୍ଚ କଲେ କିଏସେ ଲୁଟେରା  ଯାହାର ସବୁ କିଛି ହୋଇଯିବ ପର୍ଦ୍ଦାଫାଶ ।  ଆଉ ଏ ଲୁଟେରାଙ୍କ ପଛରେ କେଉଁ ବାବୁଙ୍କ ହାତ ରହିଛି ଯାହା ଏସପି ଖୋଦ୍ ଜାଣିପାରିବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ