Masthead

ସ୍କୁଲ ଖେଳପଡ଼ିଆ ଚିହ୍ନଟକୁ ନେଇ ବିବାଦ

ରାଉରକେଲା (ବଡ଼ ଖବର ବ୍ୟୁରୋ): ବିଶ୍ରା ବ୍ଲକ ଅନର୍ଗତ ଦଲପୋଷ ସ୍କୁଲ ଖେଳପଡ଼ିଆ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ମାତ୍ର ଗ୍ରାମବାସୀ ଏହାକୁ ଘୋର ବିରୋଧ କରୁଛନ୍ତି । ସକାଳୁ ଦ୍ୱିପହର ପର୍ୟ୍ୟନ୍ତ ପ୍ରଶାସନିକ ଅଧିକାରୀ ଓ ପୁଲିସକୁ ଉକ୍ତ ସ୍ଥାନକୁ ଯିବାକୁ ଦିଆଯାଇ ନ ଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ୧୦୦ବର୍ଷରୁ ଉକ୍ତ ଜମିରେ ଗ୍ରାମର ସମସ୍ତ କାର୍ୟ୍ୟକ୍ରମ ସହିତ ସ୍କୁଲ ଖେଳ ଆଦି ହୋଇଅସୁଥିଲା । ହଠାତ୍ ଉକ୍ତ ଜମିକୁ ଜଣେ ବ୍ୟକ୍ତି ନିଜର ବୋଲି ଦାବି କରି ଦଖଲ କରିବାକୁ ଆସିଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ସେ ଉଚ୍ଚ ନ୍ୟାୟାଳୟର ନିର୍ଦେଶରେ କାର୍ଯ୍ୟ କରୁଥିବା କହିତଥିଲେ । ଅପରପକ୍ଷରେ ବିବାଦର ସମାଧାନ ପାଇଁ ଗ୍ରାମବାସୀ ୧ ମାସ ମହଲତ ମାଗିଛନ୍ତି। ସେମାନେ ଅନୁରୋଧପତ୍ର ତହସିଲଦାର ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ପ୍ରଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା