Masthead

ଧରାପଡ଼ିଲା ପାଞ୍ଚ ଜଣିଆ ଡକାୟତ ଦଳ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ଭୁବନେଶ୍ୱରରେ ଦିନ କୁ ଦିନ ବଢ଼ିଚାଲିଛି ଡକାୟତି । ଜାତୀୟ ରଜପଥ ପାଲଟିଛି ଅପରାଧୀ ଓ ଡକାୟତମାନଙ୍କ ପେଣ୍ଠସ୍ଥଳୀ । ଏମାନଙ୍କୁ ଧରିବା ପାଇଁ ପୋଲିସ ମଧ୍ୟ ନାକେଦମ୍ ହେଉଛି । ବର୍ତ୍ତମାନ ରାଜଧାନୀ ଅସୁରକ୍ଷିତ ବୋଲି ମନେ କରୁଛନ୍ତି ରାଜଧାନୀବାସୀ । ଆଜି ସହିଦନଗର ପୋଲିସ ଏକ ଟିମ୍ ସାହାଯ୍ୟରେ ୫ଜଣିଆ ଡକାୟତ ଦଳକୁ ଗିରଫ କରିବାରେ ସଫଳ ହୋଇଛି । ଡକାୟତମାନେ ଏକ ବଡ଼ଧରଣର ଡକାୟତି ଉଦ୍ୟମ ସମୟରେ ସେମାନଙ୍କୁ କାବୁ କରିଛି ପୋଲିସ ।

ଡକାୟତମାନଙ୍କ ଠାରୁ ୫ଟି ମୋବାଇଲ, ଗୋଟେ ଲାପଟପ୍, ଗୋଟେ ସୁନା ଚେନ୍ ସହ ଦୁଇଟି ମୁଦି ଜବତ କରିଛି ପୋଲିସ୍ । ଡକାୟତି ପାଇଁ ବ୍ୟବହୃତ ୩ଟି ମୋଟସାଇକେଲ ସହ ଏକ ମାରଣାସ୍ତ୍ର ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ