Masthead

ସଂସଦରେ ବର୍ଷିଲେ ସାଂସଦ ରାଘବ ଚଡ୍ଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମଣିପୁର ବର୍ବରତାକୁ ନେଇ ଜଳୁଛି ସାରା ଦେଶ । ଚାରିଆଡ଼େ ବିରୋଧୀଙ୍କ ହଙ୍ଗମା । ହଙ୍ଗାମାକୁ ନେଇ ଅଚଳ ରହୁଛି ଗୃହ । ଗତକାଲି ମଣିପୁର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନକୁ ନେଇ ଆପ ନେତା ସଞ୍ଜୟ ସିଂଙ୍କୁ ନିଲମ୍ବନ କରାଯାଇଛି । ସଞ୍ଜୟ ସିଂ ନିଲମ୍ବନକୁ ନେଇ ରାଜ୍ୟସଭାରେ ବର୍ଷିଛନ୍ତି ସାଂସଦ ରାଘବ ଚଡ୍ଡା । ସେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ କହିଛନ୍ତି ପାର୍ଲାମେଣ୍ଟର ନିୟମ ଅନୁସାରେ କୌଣସି ସଦସ୍ୟ ନିଲମ୍ବନକୁ ନେଇ ଭୋଟିଂ କରାଯାଏ ।

କିନ୍ତୁ ଭୋଟିଂ କରାନଯାଇ ଆପ ସାଂସଦଙ୍କୁ ନିଲମ୍ବନ କରିବା ଭୁଲ । ସେପଟେ ପଏଣ୍ଟ ଅଫ୍ ଅର୍ଡର ବିଷୟରେ ଚେୟାରମ୍ୟାନ୍ ରାଘବଙ୍କୁ କହିଛନ୍ତି ଆପଣ ଜଣେ ଯବୁ ସାଂସଦ । ଏହି ପ୍ରସଙ୍ଗ ଉଠାଇବା ଆପଣ ପାଖେ ଶୋଭା ପାଉନି । ରାଗି ଯାଇ ଚଡ୍ଡା ଉତ୍ତରଖିଥିଲେ ଏଥିରେ ବରିଷ୍ଠ କି ଯୁବ ସହ କୌଣସି ସର୍ମ୍ପକ ନାହିଁ । ଏଥିସହ ଯଥାଶୀଘ୍ର ସଞ୍ଜୟ ସିଂଙ୍କୁ ନିଲମ୍ବନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି