Masthead

ବଢି ପାଣିରେ ଭାସିଗଲେ ଶହ ଶହ ଗୋରୁ

ବୌଦ୍ଧ(ବଡ଼ ଖବର ବ୍ୟୁରୋ): ପାଣିପିଇବାକୁ ନଦୀକୁ ଯାଇ ଭାସିଯାଇଛନ୍ତି ଗୋରୁପଲ । ବୌଦ୍ଧ ଜିଲ୍ଲା ହରଭଙ୍ଗାରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ମହାନଦୀରେ ପାଣି ପିଇବାକୁ ଶହ ଶହ ଗୋରୁ ଆସିଥିଲେ । ହଠାତ୍ ଏହି ସମୟରେ ନଦୀରେ ପାଣି ମାଡି ଆସିଥିଲା । ଫଳରେ ପାଣିପିଇବାକୁ ଆସିଥିବା ଶହ ଶହ ଗାଈ ଗୋରୁ ଭାସିଯାଇଥିଲେ ।

ହୀରାକୁଦ ଗେଟ ଖୋଲାଯିବା ପରେ ମହାନଦୀରେ ବି ପାଣି ବୃଦ୍ଧି ପାଇଛି । ତେବେ ନଦୀର ପାଣି ମାଡି ଆସିବାରୁ ଦୀର୍ଘ ସମମୟ ଧରି ଜଳବନ୍ଦୀ ଥିଲେ ଗୋରୁପଲ । ପରେ ସ୍ଥାନୀୟ ଲୋକ ଓ ଗାଈଆଳଙ୍କ ସହାୟତାରେ ଗୋରୁପଲଙ୍କୁ ଉଦ୍ଧାର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା