Masthead

ମାତିଛନ୍ତି ଶିକାରୀ, ବିପଦରେ ଶିମିଳିପାଳ

ବାରିପଦା(ବଡ଼ ଖବର ବ୍ୟୁରୋ): ବିପଦରେ ଶିମିଳିପାଳ ଅଭୟାରଣ୍ୟ। ମାତିଛନ୍ତି ଶିକାରୀ ଆଉ ମାଫିଆ। ଧ୍ଵଂସ ହେବାକୁ ବସିଲାଣି ମୟୂରଭଞ୍ଜ ର ମୁକୁଟ କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟ। । କିଛି ବେପରୁଆ କର୍ମଚାରୀ ଓ ଲାଞ୍ଚୁଆ ଅଧିକାରୀଙ୍କ ପାଇଁ ଧୀରେ ଧୀରେ ଲୋପ ହେବାକୁ ବସିଲେଣି ଜୀବଜନ୍ତୁ ଓ ମୂଲ୍ୟବାନ ବୃକ୍ଷଲତା। ମାସକ ଭିତରେ ତିନୋଟି ହାତୀକୁ ଶିକାର କରି ଦାନ୍ତ କାଟିନେବା ସହିତ ଗୋଟିଏ ମହାବଳ ବାଘ ର ଛାଲ ,ଦୁଇଟି କଲରାପତରିଆ ବାଘ ଛାଲ,ହାତୀଦାନ୍ତ ଜବତ ହୋଇଛି । କିଛି ଦିନ ପୂର୍ବରୁ ଏକ ହାତୀ କୁ ମାରି ଦାନ୍ତ କାଟି ନେଇ ହାତୀ କୁ ପୋଡ଼ି ମାରିଥିବା ଘଟଣା ରେ ବନ କର୍ମଚାରୀ ଙ୍କ ସଂପୃକ୍ତି ଘଟଣାକୁ ଜଟିଳ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା