Masthead

ଲକ୍ଷ ଲକ୍ଷ ଟଙ୍କାର କଳା ହୀରା ଜବଦ କଲା ସିମୁଳିଆ ପୋଲିସ

ସୋର (ବଡ଼ ଖବର ବ୍ୟୁରୋ): ଲକ୍ଷ ଲକ୍ଷ ଟଙ୍କାର କଳା ହୀରା ଜବଦ କଲା ସିମୁଳିଆ ପୋଲିସ । ବାଲେଶ୍ଵର ସିମୁଳିଆ ଥାନା ବମତିଆ ସଂସ୍କୃତ ବିଦ୍ୟାଳୟ ସମ୍ମୁଖରେ ୨୦ଲକ୍ଷରୁ ଅଧିକ ବେଆଇନ କୋଇଲା ଗଛିତ ଥିବା ନେଇ ସିମୁଳିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଅଚାନକ ସଦର ଏସଡିପିଓ ଶଶାଙ୍କ ଶେଖର ବେଉରା ୟଙ୍କ ନିର୍ଦ୍ଦଶେରେ ସିମୁଳିଆ ପୋଲିସ ଚଢ଼ାଉ କରିଛି ।

ସୂଚନା ଅନୁଯାୟୀ ସିମୁଳିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି ବମତିଆ ସଂସ୍କୃତ ବିଦ୍ୟାଳୟ ନିକଟରେ ଚଢ଼ାଉ କରିଥିଲେ। ଏଥିରେ ବାରିପଦା ଷ୍ଟିଲ ଏବଂ ମାଇନିଙ୍ଗ ଅଧିକାରୀ ୟମାନେ ପହଞ୍ଚିଥିଲେ । ୩ହଜାରରୁ ଅଧିକ ଚୋରା କୋଇଲା ବସ୍ତା ପୋଲିସ ଜବତ କରିଛନ୍ତି। ସିମୁଳିଆ ଅଞ୍ଚଳରେ ଦିନକୁ ଦିନ ଚୋରା କୋଇଲା ମାଫିଆ ୟମାନେ ବ୍ୟବସାୟ କରୁଛନ୍ତି। ଏତେ ପରିମାଣ କୋଇଲା ବସ୍ତା କେଉଁଠୁ ଆସିଲା ଓ କିଏ ଆଣିଲା ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା