Masthead

ଆନ୍ଧ୍ର ମନ୍ତ୍ରୀଙ୍କ ନାଁରେ ଏତଲା

ଗଜପତି(ଜବଡ଼ ଖବର ବ୍ୟୁରୋ):   ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଲା ଓଡ଼ିଶା ନାଗରିକ ମହାମଞ୍ଚ । ଆନ୍ଧ୍ର- ଓଡ଼ିଶା ସୀମାରେ ଥିବା ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ଜବରଦସ୍ତି ଅନୁପ୍ରବେଶ କରି ପଲାସା ବିଧାୟକ ତଥା ଅରନ୍ଧ୍ରମନ୍ତ୍ରୀ ଏସ.ଆପାଲା ରାଜୁଙ୍କ ଦାଦାଗିରି , ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଅଶାଳୀନ ମନ୍ତବ୍ୟ ଓ ନିଜ ସମର୍ଥକଙ୍କ ସହ ମୋଲିସ ବଳ ଲଗାଇ ଓଡ଼ିଶା ପ୍ରଶାସନ ଆନ୍ଧ୍ରର ବେଆଇନ ଅଙ୍ଗନବାଡି କେନ୍ଦ୍ରରେ ପକାଇଥିବା ତାଲା ଭାଙ୍ଗିବା ଘଟଣାରେ ରବିବାର ଓଡ଼ିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଗଜପତି ଏସପିଙ୍କୁ ଆନ୍ଧ୍ରମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ମହାମଞ୍ଚର ପ୍ରତିନିଧି ଦଳ ଗଙ୍ଗାବାଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବିବାଦୀୟ ମାଣିକ ପାଟଣା ଓ ଗୁଡଉଡ଼ି ଗ୍ରାମକୁ ଯାଇ ଓଡ଼ିଶା ହକ୍ ଜାହୀରକରି ମହାମଞ୍ଚ ପତାକା ପୋତିବା ସହ ବନ୍ଦେ ଉକ୍ରଳ ଜନନୀ ଗାନ କରାଯାଇଛି । ସେଠାରୁ ଫେରିବା ପରେ ଗଜପତି ଏସପି ଜୟରାମ ଶତପଥୀଙ୍କୁ ଭେଟି ଉକ୍ତ ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା