Masthead

ଆସୁଛି ସୌରଝଡ଼

(ବଡ଼ ଖବର ବ୍ୟୁରୋ): ମାଡ଼ିଆସୁଛି ସୌରଝଡ଼ । ଆଉ ଏକ ଭୟଙ୍କର ଝଡ଼ ସୃଷ୍ଟି ହେବାକୁ ଯାଉଛି । ଯାହା ଆମର ବ୍ୟାପକ ବୈଦ୍ୟୁତିକ ଭିତ୍ତିଭୂମିକୁ ନଷ୍ଟ କରିବାର ସମ୍ଭାବନା ରହିଛି । ଏହାସହ ଏକ ‘ଇଣ୍ଟରନେଟ୍‌ ବିପର୍ଯ୍ୟୟ’ ସୃଷ୍ଟି କରିପାରେ। ଏହି ସୌର ଝଡ଼ ହେତୁ ଆମର ଇଣ୍ଟରନେଟ୍ ପୂରା ଅଚଳ ହୋଇପାରେ ଏବଂ ଆମର ଡିଜିଟାଲ ଜଗତ ବ୍ୟାପକଭାବେ ପ୍ରଭାବିତ ହୋଇପାରେ।

ସ୍ଥାନୀୟ ଓ ଆଞ୍ଚଳିକ ଇଣ୍ଟରନେଟ୍ ଭିତ୍ତିଭୂମିରେ ବିଶେଷ କ୍ଷତି ହେବ ନାହିଁ କାରଣ ସେଗୁଡ଼ିକ ମୁଖ୍ୟତଃ ଫାଇବର ଅପ୍ଟିକ୍ ବ୍ୟବହାର କରନ୍ତି। ସମୁଦ୍ର ତଳେ ଯାଇଥିବା ତଥା ମହାଦେଶ-ମହାଦେଶକୁ ସଂଯୋଗ କରୁଥିବା କେବୁଲଗୁଡ଼ିକ ଫାଇବର ଅପ୍ଟିକ୍ ହେଲେ ମଧ୍ୟ ପ୍ରଭାବିତ ହେବ ବୋଲି ଗତ ସପ୍ତାହରେ ଏସଆଇଜିସି ଓ ଏମଏମ୍‌ ୨୦୨୧ ଡାଟା କମ୍ୟୁନିକେସନ ସମ୍ମେଳନରେ ଅବଦୁ ଜ୍ୟୋତି କହିଛନ୍ତି । ଏହା ପୂର୍ବରୁ ୧୮୫୯, ୧୯୨୧, ଓ ୧୯୮୯ରେ ଏପରି ଭୟଙ୍କର ସୌରଝଡ଼ ସୃଷ୍ଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ