Masthead

ପାଳିତ ହେଲା ସବୁ ଆତ୍ମା ର ଦିବସ

ଜଟଣୀ,(ବଡ଼ ଖବର ବ୍ୟୁରୋ):

କ୍ୟାଥଲିକ ଧର୍ମ ଅନୁସାରେ ଜଟଣୀ ର ଖ୍ରୀଷ୍ଟିୟାନ ଭାଇ ଭଉଣୀ ମାନେ ସୋମବାର ତାଙ୍କର ପୁର୍ବଜ ଙ୍କୁ ମନେ ପକାଇ ଖ୍ରୀଷ୍ଟିଆନ କବର ସ୍ଥାନ ରେ ଉପସ୍ଥିତ ହୋଇ ପରଲୋକ ଗତ ଆତ୍ମାଙ୍କ ପାଇଁ ସମାଧିକୁ ରଙ୍ଗ କରି ସେଥିରେ ବିଭିନ୍ନ ପ୍ରକାରର ଫୁଲ ରେ ସୁସଜ୍ଜିତ କରିବା ସହ ମହମବତୀ ଜାଳି ଆତ୍ମାର ଶାନ୍ତି ପାଇଁ ପାର୍ଥନା କରିଥିଲେ। ଜଟଣୀରେ ୭୦୦ ରୁ ଉର୍ଦ୍ଧ ଖ୍ରୀଷ୍ଟିଆନ ପରିବାର ରହୁଥିବା ବେଳେ କବର ସ୍ଥାନରେ ୩୦୦୦ ରୁ ଅଧିକ ସମାଧି ରହିଅଛି। ଏହି କବର ସ୍ଥାନ ବ୍ରିଟିଶ ଅମଳର ବୋଲି ବରିଆଲ ସୋସାଇଟିର ସଭ୍ୟ ଏସ ଜନ୍ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ