Masthead

ହାତୀଙ୍କ ପାଇଁ ସ୍ପା

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ): ଜୀବନ ସମସ୍ତଙ୍କ ପାଇଁ ବରଦାନ ସଦୃଶ, ସେ ମଣିଷ ହେଉକି ପଶୁ । କଷ୍ଟମୟ ଜୀବନ ଭିତରୁ ଟିକିଏ ବାହାରି ସୌଖୀନ ଜୀବନ ଜିଇଁବାକୁ କିଏବା ନ ଚାହେଁ । ଭାରତ ଏମିତି ଦେଶ କେବଳ ଲୋକମାନେ ନୁହଁନ୍ତି, ପଶୁ, ପକ୍ଷୀ ମଧ୍ୟ ସେମାନଙ୍କ ବନ୍ଧୁମାନଙ୍କୁ ଆତିଥ୍ୟ ଦେବା ଜାଣିଛନ୍ତି, ସ୍ୱୀକୃତି ଦେଇ ଶିଖିଛନ୍ତି । ସମସ୍ତେ ଭାବନ୍ତିଯେ କେବଳ ମଣିଷକୁ ସ୍ପା ଯିବାର ସୌଭାଗ୍ୟ ମିଳେ । କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ ଦକ୍ଷିଣ ଭାରତର କେରଳରେ ହାତୀମାନଙ୍କୁ ଜୁଲାଇରେ ସ୍ପା ଯିବାକୁ ପଡେ । ସେଠାରେ ହାତୀମାନଙ୍କୁ ଆରାମଦାୟକ ଜୀବନ ଉପଭୋଗ କରିବାର ସୌଭାଗ୍ୟ ମିଳେ ।

କେରଳର ଗୁରୁଭାଇରରେ ଏହି ହାତୀ ସ୍ପା ରହିଛି । ଏହିି ସ୍ପା ପ୍ରାୟ ୬୦ ହାତୀଙ୍କୁ ହୋଷ୍ଟ କରିପାରିବ । ସ୍ଥାନୀୟ ଲୋକମାନେ ଏହି ବିଶାଳ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ମସାଜ୍, ସ୍ପା ଏବଂ ଆୟୁର୍ବେଦିକ ଖାଦ୍ୟ ସହିତ ପମ୍ପ କରନ୍ତି । ଯାହା ସେମାନଙ୍କୁ ପୁନଜୀବିତ କରିବାରେ ସାହାଯ୍ୟ କରେ । ହାତୀମାନଙ୍କର ଏକ ଭାଗ୍ୟଶାଳୀ ଗୋଷ୍ଠୀ ଏହି ସ୍ପା ରେ ଭରପୂର ଆନନ୍ଦ ଉପଭୋଗ କରିଥାନ୍ତି । ଗୁରୁଭାୟୁରପନ୍ ହିନ୍ଦୁ ମନ୍ଦିରର ଶୋଭାଯାତ୍ରାରେ ପ୍ରମୁଖ ଅଂଶ ଗ୍ରହଣ କରୁଥିବା ହାତୀମାନଙ୍କୁ ଗୋଟିଏ ଦିନ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବାକୁ ଅନୁମତି ଦିଆଯାଇଥାଏ । ଗ୍ରାମବାସୀ ହାତୀମାନଙ୍କୁ ମସାଜ୍, ସ୍ନାନ ଏବଂ ପୁଷ୍ଟିକର ଖାଦ୍ୟରେ ଆପ୍ୟାୟିତ କରାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ