Masthead

ଶ୍ରୀନଗର ‘ନୋ ଡ୍ରୋନ ଜୋନ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆସନ୍ତା ୨୨ରେ କଶ୍ମୀରରେ ହେବ ‘ ଜି-୨୦ ସମ୍ମିଳନୀ” । ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆସନ୍ତା ୨୨ତାରିଖରୁ ୨୪ ଯାଏଁ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ଡ଼ାଲ ହ୍ରଦ ନିକଟରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ଡ଼ାଲ ହ୍ରଦରେ ବିଶେଷ ଡ୍ରିଲ ମଧ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ସେନାମାନେ ନିୟୋଜିତ ହେବା ସହ କଡ଼ା ପାଟ୍ରୋଲିଙ୍ଗ କରାଯାଉଛି । ସେହିପରି ନିର୍ଦ୍ଧାରିତ ସ୍ଥାନରେ ମରିନ କମାଣ୍ଡୋ, ପୁଲିସ, ସିଆରପିଏଫ ଓ ଅନ୍ୟ ସୈନିକଙ୍କ ସଂଖ୍ୟା ବଢ଼ାଇଦିଆଯାଇଛି ।

ଏନଏସଜି କମାଣ୍ଡୋ ମଧ୍ୟ ଲାଲଚୈାକ ଅଂଚଳରେ ଡ଼୍ରିଲ କରିଛନ୍ତି । ଶ୍ରୀନଗରକୁ ନୋ ଡ୍ରୋନ ଜୋନ କରାଯାଇଥିବାବେଳେ ସହରରେ ଯାତାୟତ କରୁଥିବା ପ୍ରତ୍ୟେକ ଯାନବାହାନକୁ ଯାଂଚ କରାଯାଉଛି ପଟେ ଜି-୨୦ ବୈଠକରେ ଯୋଗ ଦେବାକୁ ମନା କରିଛି ଚୀନ । ଜାମ୍ମୁ କାଶ୍ମୀରକୁ ବିବାଦୀୟ ଅଞ୍ଚଳ ଦର୍ଶାଇ ସମ୍ମିଳନୀରେ ଯୋଗ ଦେବାକୁ ମନା କରିଛି । ଜାମ୍ମୁକାଶ୍ମୀରକୁ ବିବାଦୀୟ ଅଞ୍ଚଳ କହି ବୈଠକକୁ ଦୃଢ ବିରୋଧ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ