Masthead

ପୁରସ୍କାର ପାଇଁ ୧୦ କୋଟି କେଉଁଠୁ ଆଣିବେ?: ଉଦୟନିଧି ଷ୍ଟାଲିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ମନ୍ତବ୍ୟ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସନାତନ ଧର୍ମକୁ ମ୍ୟାଲେରିଆ ଏବଂ ଡେଙ୍ଗୁ ସହିତ ତୁଳନା କରି ସେ ଅନେକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଅଯୋଧ୍ୟାର ଜଣେ ସାଧୁ ପରମହଂସ ଆଚାର୍ୟ୍ୟ ଏକ ଭିଡିଓ ଜାରି କରିଛନ୍ତି ବର୍ତ୍ତମାନ ଉଦୟନିଧି ନିଜେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଦୟନିଧୀଙ୍କ ମୁଣ୍ଡ କାଟି ଆଣିଲେ ୧୦ କୋଟି ଦେବେ ବୋଲି । ଏହାର ପ୍ରତିକ୍ରି୍ରୟା ରଖି ନିଜେ ଉଦୟନିଧି କହିଛନ୍ତି ‘ଜଣେ ସାଧୁ ଅଛନ୍ତି ଯିଏ ମୋ ମୁଣ୍ଡ କାଟିଥିବା ଲୋକଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।

ସେ ପ୍ରକୃତରେ ଜଣେ ପ୍ରକୃତ ସାଧୁ ନା ନକଲି। ସେମାନେ କାହିଁକି ମୋ ମୁଣ୍ଡକୁ ଏତେ ପସନ୍ଦ କରନ୍ତି। ତାମିଲନାଡୁର ମନ୍ତ୍ରୀ ସାଧୁଙ୍କୁ ପଚାରିଲେ ସେ ଏତେ ଟଙ୍କା କେଉଁଠୁ ଆଣୁଛନ୍ତି। ମୋ କେଶକୁ କମ କରିବା ପାଇଁ ଆପଣ୧୦ କୋଟି ଟଙ୍କା ଘୋଷଣା କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ମୋ ମୁଣ୍ଡରେ ଥିବା ଚୁଟିକୁ କୁଣ୍ଡାଇବାକୁ ୧୦ ଟଙ୍କାର ପାନିଆ ସେ ମୋତେ ଦିଅନ୍ତି ତାହେଲେ ମୁଁ ନିଜେ ମୋ ମୁଣ୍ଡ କାଟିଦେବି’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ