Masthead

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ!

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! ଛାତ୍ର ସଙ୍ଗଠନ ସୌମ୍ୟାଶ୍ରୀଙ୍କୁ ଦେଉଥିଲେ ମାନସିକ ଚାପ । ଏଚଓଡି ସମୀର ସାହୁଙ୍କ ସପକ୍ଷରେ ବାହାରିଲେ ଛାତ୍ର ସଙ୍ଗଠନ । ସୌମ୍ୟାଶ୍ରୀଙ୍କ ବିପକ୍ଷରେ ପ୍ରସ୍ତୁତ ହୋଇଥିଲା ଅଭିଯୋଗ । ଏଚଓଡି ଓ ପ୍ରିନ୍ସପାଲଙ୍କ ସପକ୍ଷରେ ବାହାରିଥିଲେ ନିର୍ଦ୍ଦିଷ୍ଟ ଛାତ୍ର ସଙ୍ଗଠନ ।

ଏଫ୍ ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ପଛରେ ରହିଛି କି କୌଣସି ଏକ ଛାତ୍ର ସଂଗଠନ ହାତ , ସୌମ୍ୟାଶ୍ରୀଙ୍କୁ ଦେଉଥିଲେ ମାନସିକ ଚାପ , କଲେଜର ଏଚଓଡି ସମୀର ସାହୁଙ୍କ ସପକ୍ଷରେ ଯାଇ ଛାତ୍ରୀ ସୌମ୍ୟାଶ୍ରୀଙ୍କ ବିପକ୍ଷରେ ପ୍ରସ୍ତୁତ କରାଯାଇଥିଲା ଅଭିଯୋଗ ଓ ଶତାଧିକ ସିଗ୍ନେଚର୍ , ଯେଉଁ ଅଭିଯୋଗ ଫର୍ଦ୍ଦ ଏବେ ଲାଗିଛି ଗଣଧ୍ୟାମ ହାତରେ ।

ଏ ଅଭିଯୋଗର ଫର୍ଦ୍ଦ ସୋମ୍ୟାଶ୍ରୀଙ୍କୁ ମାରିବାକୁ ବାଧ୍ୟ କରୁନଥିଲେ କି ଏ ଛାତ୍ର ସଂଗଠନ । ତେବେ ଏଭଳି ଷଡ଼ଯନ୍ତ୍ର ପଛରେ କଲେଜ ଏଚଓଡି ସମୀର ନା ପ୍ରିନ୍ସିପାଲ ଯାହା ତଦନ୍ତ ହେବା ହେବା ଆବଶ୍ୟକ । ଏ ସଂଗଠନ ମାନେ କାହା ପ୍ରରୋଚନାରେ ସୋମ୍ୟାଶ୍ରୀଙ୍କ ବିରୋଧରେ ମାରିଥିଲେ ଯାହା ବଡ଼ ପ୍ରଶ୍ନ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା