Masthead

ସ୍ୱଚ୍ଛ ଭାରତ ଅଭିଯାନ

କାକଟପୁର(ବଡ଼ ଖବର ବ୍ୟୁରୋ): ମା କଲରେଇ ଟ୍ରଷ୍ଟ ଓ ଲତାହାରଣ ଉଚ୍ଚ ବିଦ୍ୟାଳୟର ୧୯୯୫ ମସିହା ମ୍ୟାଟ୍ରିକ ଛାତ୍ରଛାତ୍ରୀମାନେ ସମସ୍ତେ ଏକାଠି ହେବା ସହ, ଅସ୍ତରଙ୍ଗସ୍ଥିତ ସମୂଦ୍ର ବେଳାଭୂମିର ସଫେଇ କରିଛନ୍ତି । ସ୍ୱଚ୍ଛ ଭାରତ ଆଭିମୁଖ୍ୟ ନେଇ ୬୦ରୁ ଉଦ୍ଧ୍ୱର୍ ପୂର୍ବତ୍ତନ ଛାତ୍ରଛାତ୍ରୀମାନେ ରବିବାର ଦିନ ଅସ୍ତରଙ୍ଗ ବେଳାଭୂମିରେ ବନ୍ଧୁମିଳନ ଅବସରରେ ସଫେଇ କାଯ୍ୟ କରିଛନ୍ତି । ଟ୍ରଷ୍ଟ ପକ୍ଷରୁ କରୋନା ଲକଡାଉନ ସମୟରେ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଗରିବ ବେରୋଜଗାର ଲୋକଙ୍କୁ ଖାଦ୍ୟ ସାମଗ୍ରୀ, ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ଚଳିତ ଶୀତ ୠତୁରେ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।

ଟ୍ରଷ୍ଟ ଆନୁକୁଲ୍ୟରେ ପୁରାତନ ଛାତ୍ରଛାତ୍ରୀମାନେ ପ୍ରାୟ ଏକ କିଲୋମିଟର ବେଳାଭୂମି ସଫେଇକରି ପ୍ଲାଷ୍ଟିକ ମୁକ୍ତ ପରିବେଶ ନିମନ୍ତେ ସଚେତନତା ବାର୍ତ୍ତା ଦେଇଥିଲେ । ପୁରାତନ ଛାତ୍ର ତଥା କଳରେଇ ଟ୍ରଷ୍ଟର ଟ୍ରଷ୍ଟି ରଞ୍ଜିତ ସ୍ୱାଇଁ , ତ୍ରିଲୋଚନ ବିଶ୍ୱାଳ ,ସଞ୍ଜୟ ସାହୁ , ଚିତ୍ତରଞ୍ଜନ ସେନାପତି , ମୋଜାଫର ଅଲି , ଯଜ୍ଞସ୍ୱର ତ୍ରିପାଠୀ , ଜ୍ଞାନରଞ୍ଜନ ଦାସ , ମନୋଜ ରାଉତ , ରୋହିତ ପରିଡା , ପୁଷ୍ପାଞ୍ଜଳି ମିଶ୍ର , ମମତା ବିଶ୍ୱାଳ , ପ୍ରତିମା ସାହୁ , କୈକେଇ ସାହୁ , ଅଞ୍ଜୁମ ସାଇମୁନ , ନିରଞ୍ଜନ ଓଝା , ସୁଜାତା ସାହୁ , ଅନିଲ ମହାନ୍ତି ପ୍ରମୁଖ ପୁରାତନ ଛାତ୍ର ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା