Masthead

ସ୍ୱଚ୍ଛ ଭାରତ ଅଭିଯାନକୁ ଫୁ

କୃଷ୍ଣପ୍ରସାଦ (ବଡ଼ ଖବର ବ୍ୟୁରୋ):  ସ୍ୱଚ୍ଛତା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ଅନେକ । ପ୍ରଣୟନ ହେଉଛି କେତେ କ’ଣ ଯୋଜନା । ହେଲେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା କୃଷ୍ଣପ୍ରସାଦ ବ୍ଲକରେ ଫେଲ ମାରିଛି । ଖୋଦ୍ ବ୍ଲକ କାର୍ଯ୍ୟାଳୟ ପରିସରରକୁ ଉଦାହରଣ ଭାବେ ନିଆଯାଇପାରେ ।

ଲୋକମାନଙ୍କ କାମରେ ଆସୁନି ବ୍ଲକ ଶୌଚାଳୟ । ସେଥିପାଇଁ ସାଧାରଣ ଲୋକଟି ବ୍ଲକ କାର୍ଯ୍ୟାଳୟକୁ ଆସିଲେ ଶୌଚ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ଶୌଚାଳୟ କୌଣସି ଦିନ ଲୋକଙ୍କ କାମରେ ଆସୁନାହିଁ । ବିଡିଓଙ୍କ କାର୍ଯ୍ୟାଳୟଠାରୁ ଶହେ ମିଟର ଦୂରରେ ଥିବା ଏହି ଶୌଚାଳୟକୁ କିପରି ଦୃଷ୍ଟି ପଡିନାହିଁ ଚର୍ଚ୍ଚାର ବିଷୟ ହେଉଛି । ସ୍ୱଚ୍ଛ ଭାରତ ଅଭିଯାନ ବ୍ଲକର ବିଭିନ୍ନ ପଞ୍ଚାୟତରେ କିପରି କାର୍ଯ୍ୟକାରୀ ହେଉଥିବ ସହଜେ ଅନୁମେୟ । ଏ ସମ୍ପର୍କରେ ବାରମ୍ବାର ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି । ସେପଟେ ବ୍ଲକ ପରିସର ଘାସ ଓ ଲଟାବୁଦାରେ ଭରି ରହିଛି । ବ୍ଲକକୁ ସ୍ୱଚ୍ଛତା ପାଇଁ ଆସୁଥିବା ଅର୍ଥକୁ ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିବା ପାଇଁ ବୁଦ୍ଧୀଜୀବୀ ମହଲରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା