Masthead

ସ୍ୱାମୀ ବିବେକାନନ୍ଦଙ୍କ ୬ଟି ବିଚାରଧାରା ବଦଳାଇପାରେ ଆପଣଙ୍କ ଭାଗ୍ୟ

ଜାଣନ୍ତୁ ସେହିସବୁ ବିଚାରଧାରା ବିଷୟରେ

ଭୁବନେଶ୍ୱର(ବଡ଼ ଖବର): ଆଜି ଯୁବ ଦିବସ,ସ୍ୱାମୀ ବିବେକାନନ୍ଦ ଜୟନ୍ତୀ । ଯିଏ ନିଜ ଭାବନା ସହିତ ଲୋକଙ୍କ ଜୀବନକୁ ଆଲୋକିତ କରିଥିଲେ ସେହି କୋଟି କୋଟି ଯୁବକଙ୍କ ପ୍ରେରଣା ଯୋଗାଉଥିବା ଆଦର୍ଶର ମଣିଷ ସ୍ୱାମୀ ବିବେକାନନ୍ଦଙ୍କର ଆଜି ଜନ୍ମଦିନ। ବିବେକାନନ୍ଦ ଜଣେ ପ୍ରକୃତ ଦେଶପ୍ରେମୀ ଥିଲେ ଯାହା ତାଙ୍କ ଦେଶପ୍ରେମର ବିଚାରଧାରାରୁ ବୋଧଗମ୍ୟ । ସେ ଲୋକମାନଙ୍କୁ ସାହାଯ୍ୟ କରିବାରେ କେବେ ବି ପଛଘୁଞ୍ଚା ଦେଇ ନଥିଲେ, ବରଂ ସେ ଲୋକମାନଙ୍କ ସେବା କରିବା ଭଗବାନଙ୍କ ଉପାସନା କରିବା ସହ ସମାନ ବୋଲି ଭାବୁଥିଲେ। ଜଣେ ବ୍ୟକ୍ତି ନିଜର ମୂଲ୍ୟବାନ ଚିନ୍ତାଧାରାରୁ ବହୁତ କିଛି ଶିଖିପାରେ । ଜୀବନ୍ତ ଜୀବନର କଳା ଏବଂ ସଫଳତାର ଉତ୍ସ ତାଙ୍କ ଚିନ୍ତାଧାରାରେ ଲୁଚି ରହିଛି ।

ସ୍ୱାମୀ ବିବେକାନନ୍ଦଙ୍କର ସେମିତି କିଛି ବିଚାରଧାରା ଯାହାକୁ ଅନୁସରଣକଲେ ଆପଣଙ୍କ ଭାଗ୍ୟବି ବଦଳିଯାଇପାରେ । ଜାଣନ୍ତୁ ସେସବୁ କଣ କଣ-
•ଆପଣ ଯେଉଁ କାମ କରୁଛନ୍ତି ସେହି କାମକୁ ଏକ ସମୟରେ ସଂପୂର୍ଣ୍ଣ କରନ୍ତୁ । ନଚେତ୍ ଲୋକମାନେ ଆପଣଙ୍କ ଉପରେ ବିଶ୍ୱାସ କରିବେ ନାହିଁ ।
•ଜୀବନରେ ଅଧିକ ସମ୍ପର୍କ ରହିବା ଜରୁରୀ ନୁହେଁ, ଯେତିକି ସମ୍ପର୍କରେ ଅଛ ସେହି ସମ୍ପର୍କରେ ଜୀବନ ରହିବା ଆବଶ୍ୟକ ।
• ଦିନକୁ ଥରେ ନିଜ ସହ କଥାବାର୍ତ୍ତା କରନ୍ତୁ, ନଚେତ୍ ଆପଣ ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ କଥା ହେବାର ସୁଯୋଗ ହରାଇବେ ।
•ହୃଦୟ ଏବଂ ମନର ଦ୍ୱନ୍ଦରେ ସର୍ବଦା ତୁମର ହୃଦୟକୁ ଶୁଣ ।
•ନିଜକୁ କେବେ ଦୁର୍ବଳ ଭାବନ୍ତୁ ନାହିଁ, କାରଣ ଏହା ହେଉଛି ସବୁଠାରୁ ବଡ଼ ପାପ ।
•ଉଠ, ଜାଗ୍ରତ ହୁଅ ଏବଂ ତୁମେ ତୁମର ଲକ୍ଷ୍ୟ ହାସଲ ନକରିବା ପର୍ୟ୍ୟନ୍ତ ପ୍ରଚେଷ୍ଟା ବନ୍ଦ କର ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି