Masthead

T-20 ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡର ସହଜ ବିଜୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟି-ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡର ବିଜୟ ହୋଇଛି । ୫୫ ରନରେ ଧରାଶାୟୀ ହେବାପରେ ୱେଷ୍ଟଇଣ୍ଡିଜକୁ ୬ୱିକେଟରେ ହରାଇଛି ଇଂଲଣ୍ଡ । ମାତ୍ର ୮.୨ ଓଭରରେ ୪ ୱିକେଟ ହରାଇ ୫୬ ରନ୍ କରି ବିଜୟ ହାସଲ କରିନେଇଛି ଇଂଲଣ୍ଡ ।

ଇଂଲଣ୍ଡ ପକ୍ଷରୁ ଜେସନ ରୟ ୧୧ ରନ୍, ଜୋନି ବୟାରଷ୍ଟୋ ୯ ରନ୍, ମୋଇନ ଅଲ୍ଲୀ ୩ ରନ୍, ଲିୟାମ ଲିଭିଙ୍ଗଷ୍ଟୋନ ୧ ରନ କରି ଅ୍ଧମଙ୍କ ହୋଇଛନ୍ତି । ଜୋସ ବଟର ୨୪ ଏବଂ ଇୟନ ମୋର୍ଗାନ ୭ରନ୍ କରି ଅପରାଜିତ ଅଛନ୍ତି । ୱେଷ୍ଟଇଣ୍ଡିଜ ପକ୍ଷରୁ ଆକେଲ ହୋସେନ ୪ ଓଭରରେ ୨୪ ରନ୍ ଦେଇ ୨ ୱିକେଟ ନେଇଥିବା ବେଳେ ରବି ରାମପାଲ ୨ ଓଭରରେ ୧୪ ରନ୍ ଦେଇ ୧ ୱିକେଟ ନେଇଛନ୍ତି ।

ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଖରାପ ସ୍କୋର କରିଥିଲା ୱେଷ୍ଟଇଣ୍ଡିଜ । ୧୪.୨ ଓଭରରେ ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା ଦଳ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ଘାତକ ବୋଲିଂ ସାମ୍ନାରେ ତି୍େଟି ପାରିନଥିଲା ୱେଷ୍ଟଇଣ୍ଡିଜର କୌଣସି ବ୍ୟାଟସ ମ୍ୟାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି