Before Header

ଝାରସୁଗୁଡ଼ାରେ ହେବ ଜୋରଦାର ଫାଇଟ, ଟଙ୍କଧର ହେଲେ ବିଜେପି ପ୍ରାର୍ଥୀ

0 63

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଟଙ୍କଧର ତ୍ରିପାଠୀଙ୍କ ନାଁରେ ଦଳ ମୋହର ମାରିଛି । ଏବିଭିପିରୁ କାର୍ୟ୍ୟ ଆରମ୍ଭ କରିଥିଲେ ଟଙ୍କଧର । ପରେ ତାଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଦାୟୀତ୍ୱ ଦିଆଯାଇଥିଲା । ଏବେ ତାଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେଡିରୁ ଦୀପାଲି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ ।

ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୦ ରହିଥିବା ବେଳେ ୧୮ରେ ନାମାଙ୍କନ ଭରିବେ ଦୀପାଲି ଦାସ । ଏବଂ ୧୫ରେ ନାମାଙ୍କନ ଭରିବେ ତରୁଣ ପାଣ୍ଡେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୪ ଏପ୍ରିଲ । ମେ ୧୦ରେ ଝାରସୁଗୁଡ଼ାରେ ହେବ ଉପନିର୍ବାଚନ । ୧୩ରେ ବାହାରିବ ଫଳାଫଳ ।

Leave A Reply

Your email address will not be published.