କେଉଁ ସଚିବ କେଉଁ ବିଭାଗରେ କାର୍ଯ୍ୟ କରିବେ ସେ ନିଷ୍ପତି ସରକାରଙ୍କର: ତାରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ଚୟନକୁ ନେଇ କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । କହିଛନ୍ତି ବିଧାନସଭା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ଚୟନ ହୋଇଯିବ । ଏଆଇସିସି ଯାହା ନିଷ୍ପତି ନେବେ ସମସ୍ତ କଂଗ୍ରେସ ନେତା ତାଙ୍କୁ ମାନିବେ । କଂଗ୍ରେସର କେନ୍ଦ୍ରୀୟ ନେତା ଏବଂ ରାଜ୍ୟର ବରିଷ୍ଠ ନେତା ଆଲୋଚନା କାରି ସମସ୍ତ ନିଷ୍ପତ୍ତି ନେବେ । ରାଜ୍ୟବାସୀଙ୍କ ହିତ ଦୃଷ୍ଟିରେ ରଖି କଂଗ୍ରେସ ନିଷ୍ପତି ନେବ । ଖାଲି ସେତିକି ନୁହେଁ କେଉଁ ସଚିବ କେଉଁ ବିଭାଗରେ କାର୍ଯ୍ୟ କରିବେ ସେ ନିଷ୍ପତି ସରକାର ନେବେ, କିନ୍ତୁ ସରକାରୀ କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି ତାରା ।

ସେ କହିଛନ୍ତି ଅଫିସର ଯେଉଁ ବିଭାଗ ଯିବେ ସେଠାରେ କାର୍ଯ୍ୟ କରିବେ । ଯେଉଁମାନେ ଅଧିକ ଦୁର୍ନୀତି ଗସ୍ତ ଅଫିସର ସେମାନଙ୍କୁ ଭଲ ବିଭାଗର ଦାୟିତ୍ୱ ଦେଇଛନ୍ତି ସରକାର । ସେପଟେ ଡାକ୍ତର ନିଯୁକ୍ତି ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି । କହିଛନ୍ତି ଡାକ୍ତରମାନଙ୍କ ନିଯୁକ୍ତି ପ୍ରସଙ୍ଗରେ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି । ବିଜେଡି ୨୪ ବର୍ଷ ସରକାରରେ ରହିଲା । ଏବେ ବିଜେପି ସରକାର ରହିଛି । ଉଭୟ ଦଳ ଡାକ୍ତର ନିଯୁକ୍ତି କ୍ଷତ୍ରରେ ଅବହେଳା କରିଛନ୍ତି ବୋଲି କହିଛନ୍ତି ତାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’