Masthead

ମଙ୍ଗ ଧରିବାକୁ ବ୍ୟାକୁଳ ତାରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିସିସି ସଭାପତି ହେବାକୁ ମନ ବଳାଇଲେ ତାରା। ଏନେଇ ଗଣମାଧ୍ୟମ ଆଗରେ ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଯାହାକୁ ନେଇ କଂଗ୍ରେସ ଗଡ଼ରେ ହଟଚମଟ। ପିସିପି ସଭାପତି ପଦକୁ ନେଇ ଗତ କିଛି ଚର୍ଚ୍ଚା ଜୋର। ମଙ୍ଗ ଧରିବାକୁ ବ୍ୟାକୁଳ ତାରା। ରାଜ୍ୟ କଂଗ୍ରେସର ନେତୃତ୍ୱ ନେବାକୁ ମନ ବଳାଇଛନ୍ତି। ପିସିସି ସଭାପତି ହେବାକୁ ଖୋଲାଖୋଲି ଦେଖାଇଛନ୍ତି ଆଗ୍ରହ। ଏନେଇ ଗଣମାଧ୍ୟମ ଆଗରେ ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଯାହାକୁ ନେଇ କଂଗ୍ରେସ ଗଡ଼ରେ ହଟଚମଟ। ପିସିପି ସଭାପତି ପଦକୁ ନେଇ ଗତ କିଛି ଚର୍ଚ୍ଚା ଜୋର। ଏପରିକି ଦଳୀୟ ନେତାଙ୍କ ମଧ୍ୟରେ ଜୋରଦାର ବୟାନବାଜୀ।

ବିଭିନ୍ନ ଗୋଷ୍ଠୀରେ ବର୍ତ୍ତମାନ ଭାଗ ଭାଗ କଂଗ୍ରେସ। ଏପରିକି ଏବେର ପିସିପି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ସୁଭିଲାନି ବିରୋଧର ସ୍ୱର। ଠିକ ଏଭଳି ସମୟରେ କଂଗ୍ରେସ ହେଭିୱେଟ ତାରାପ୍ରସାଦ ବାହିନୀପତି ଯେଉଁ ବୟାନ ଦେଇଛନ୍ତି। ତାକୁ ନେଇ କଂଗ୍ରେସ ରାଜନୀତି ଚଳଚଞ୍ଚଳ। ସେପଟେ ତାରା ସମସ୍ତଙ୍କୁ ସାଥିରେ ନେଇ ଶୃଙ୍ଖଲିତ ଭାବେ ଦଳ ଚଳାଚଲାଇବାକୁ ଆହ୍ୱାନ ଦେଇଛନ୍ତି। ପିସିସି ସଭାପତି ହେଲେ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବେ। ନାଟକ ନକରି ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ତାରା।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଚର୍ଚ୍ଚା ପରେ ଏବେ ସଭାପତି ରେସରେ ହେଭିୱେଟମାନଙ୍କ ନାଁ ଚର୍ଚ୍ଚାକୁ ଆସିଛି । ବିଧାୟକ ମହମ୍ମଦ ମୋକିମ, ତାରା ବାହିନୀପତି, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ନାଁ ଏବେ ଚର୍ଚ୍ଚାରେ। ତେବେ ଏପରି ସମୟରେ ବାହିନୀପତି ପିସିସି ସଭାପତି ହେହାକୁ ଆଗ୍ରହ ଦେଖାଇବା ପରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଆହୁରି ଜୋର ଧରିଛି ।

ସେପଟେ ଏନେଇ ଦଳରେ ଭିନ୍ନଭିନ୍ନ ଗୋଷ୍ଠୀ ସୃଷ୍ଟି ହୋଇଥିବାରୁ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି। ପିପିଲି ଉପନିର୍ବାଚନ ପରେ ପିସିସିରେ ନୂଆ ମୁଖିଆ ଖୋଜା ଜୋରଦାର ହୋଇଛି । ଦଳର ଗୋଟିଏ ଗୋଷ୍ଠୀ ଖୋଲାଖୋଲି ନିରଞ୍ଜନଙ୍କ ବିରୋଧରେ ସ୍ବର ଉଠୁଛି। ବାହିନୀପତି ପିସିସି ସଭାପତି ହେହାକୁ ଆଗ୍ରହ ଦେଖାଇବା ପରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଆହୁରି ଜୋର ଧରିଛି । ସେପଟେ ଏନେଇ ଦଳରେ ଭିନ୍ନଭିନ୍ନ ଗୋଷ୍ଠୀ ସୃଷ୍ଟି ହୋଇଥିବାରୁ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ