Masthead

ଗ୍ରାହକଙ୍କ ପାଖରୁ ୧୫ଲକ୍ଷ ଟଙ୍କା ଲୁଟିନେଲା ଟାଟା ପାୱାର

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଗ୍ରାହକଙ୍କୁ ଠକିଲା ଟାଟା ପାୱାର । ନକଲି ବିଦ୍ୟୁତ୍ ବିଲ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିଲେ ଟାଟା ପାୱାର ଅଧିକାରୀ । ଠକ ଅଧିକାରୀଙ୍କୁ ଗିରଫ କରିଛି ବାଲେଶ୍ବର ସଦର ପୋଲିସ । ବାଲେଶ୍ବର ଅଞ୍ଚଳର ଗ୍ରାହକଙ୍କୁ ଠକିଥିଲେ ବାଲେଶ୍ବର ଟାଟା ପାୱାର କମର୍ସିଆଲ ସେକ୍ସନ୍ ଇଞ୍ଜିନିୟର । ଟାଟା ପାୱାରର କମର୍ସିଆଲ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ଜେନା ।

ନକଲି ବିଦ୍ୟୁତ୍ ବିଲ୍ ଦେଇ ୧୫ ଲକ୍ଷ ଟଙ୍କା ଠକିଥିଲେ । ଏହି ଘଟଣାକୁ ନେଇ ଟାଟା ପାୱାରର ଅଧିକ୍ଷଣ ଜେ଼ଇଙ୍କ ଅଭିଯୋଗ ପରେ ଠକ ଅରୁଣ କୁମାର ଜେନାଙ୍କୁ ଗିରଫ କରାଯାଇଛି । ବିଦ୍ୟୁତ ଗ୍ରାହକଙ୍କୁ ନକଲି ବିଦ୍ୟୁତ୍ ବିଲ ଦେଇ ଗିରଫ ହୋଇଥିବା ଟାଟା ପାୱାରର କର୍ମଚାରୀ ଅରୁଣ କୁମାର ଜେନାଙ୍କ ଘର ଯାଜପୁର ଅଣିକଣା ଗ୍ରାମରେ । ଠକ ଅରୁଣ କୁମାର ଜେନା କେବଳ ଜଣଙ୍କ ଠାରୁ ଠକି ନାହାନ୍ତି । ଏକାଧିକ ବିଦ୍ୟୁତ୍ ଗ୍ରାହକଙ୍କୁ ନକଲି ବିଦ୍ୟୁତ ବିଲ୍ ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା