Masthead

ଜଳେଶ୍ୱରରେ ଗୋ-ଚାଲାଣ ବେଳେ ଉତ୍ତେଜନା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଗ୍ରାହକଙ୍କୁ ଠକିଲା ଟାଟା ପାୱାର । ନକଲି ବିଦ୍ୟୁତ୍ ବିଲ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିଲେ ଟାଟା ପାୱାର ଅଧିକାରୀ । ଠକ ଅଧିକାରୀଙ୍କୁ ଗିରଫ କରିଛି ବାଲେଶ୍ବର ସଦର ପୋଲିସ । ବାଲେଶ୍ବର ଅଞ୍ଚଳର ଗ୍ରାହକଙ୍କୁ ଠକିଥିଲେ ବାଲେଶ୍ବର ଟାଟା ପାୱାର କମର୍ସିଆଲ ସେକ୍ସନ୍ ଇଞ୍ଜିନିୟର । ଟାଟା ପାୱାରର କମର୍ସିଆଲ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ଜେନା ।

ନକଲି ବିଦ୍ୟୁତ୍ ବିଲ୍ ଦେଇ ୧୫ ଲକ୍ଷ ଟଙ୍କା ଠକିଥିଲେ । ଏହି ଘଟଣାକୁ ନେଇ ଟାଟା ପାୱାରର ଅଧିକ୍ଷଣ ଜେ଼ଇଙ୍କ ଅଭିଯୋଗ ପରେ ଠକ ଅରୁଣ କୁମାର ଜେନାଙ୍କୁ ଗିରଫ କରାଯାଇଛି । ବିଦ୍ୟୁତ ଗ୍ରାହକଙ୍କୁ ନକଲି ବିଦ୍ୟୁତ୍ ବିଲ ଦେଇ ଗିରଫ ହୋଇଥିବା ଟାଟା ପାୱାରର କର୍ମଚାରୀ ଅରୁଣ କୁମାର ଜେନାଙ୍କ ଘର ଯାଜପୁର ଅଣିକଣା ଗ୍ରାମରେ । ଠକ ଅରୁଣ କୁମାର ଜେନା କେବଳ ଜଣଙ୍କ ଠାରୁ ଠକି ନାହାନ୍ତି । ଏକାଧିକ ବିଦ୍ୟୁତ୍ ଗ୍ରାହକଙ୍କୁ ନକଲି ବିଦ୍ୟୁତ ବିଲ୍ ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା