Masthead

ଦିଲ୍ଲୀପଙ୍କ ଆଖିରେ ଲୁହ

(ବଡ଼ ଖବର ବ୍ୟୁରୋ): ଲଢୁଆ ପ୍ରଦର୍ଶନ କରି ହାରିଲେ, କିନ୍ତୁ ମନ ଜିତିଲେ । ମ୍ୟାଚ ହାରିଲେ ସତ କିନ୍ତୁ ଜିତିଗଲେ ହୃଦୟ । ଭାରତୀୟ ମହିଳା ହକିରେ ପରାଜୟ ପରେ ଏବେ ସାରା ଦେଶ ସ୍ତବ୍ଧ କିନ୍ତୁ ସମସ୍ତେ ଆଜି ଖେଳାଳିଙ୍କୁ ନେଇ ଗର୍ବ ଅନୁଭବ କରିଛି । ଟୋକିଓରେ ବ୍ରୋଞ୍ଜ ପାଇଁ ଚାଲିଥିଲା ଲଢେଇ । ଭାରତ – ଗ୍ରେଟ ବ୍ରିଟେନ ମଧ୍ୟରେ ଚାଲିଥିଲା ଲଢେଇ ।

ଆରମ୍ଭରୁ ଗୋଲ୍ ଦେଇ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ଥିଲା ଟିମ୍ ଇଣ୍ଡିଆ । ଶେଷରେ ୩-୪ ଗୋଲରେ ବାଜି ମାରିନେଇଥିଲା ଗ୍ରେଟ୍ ବ୍ରିିଟେନ । ଭାରତକୁ ନିରାଶ ହେବା ପାଇଁ ପଡ଼ିଥିଲା । ଭାରତର ପରାଜୟକୁ ନେଇ ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କୀ ଭାବବିହ୍ୱଳ ହୋଇଯାଇଥିଲେ ।

ଭାରତୀୟ ଦଳ ପରାଜୟ ପରେ ଦିଲ୍ଲୀପଙ୍କ ଆଖିରେ ବୋହିଥିଲା ଲୁହର ଧାର । ଟିଭି ସାମ୍ନାରେ ମ୍ୟାଚର ପ୍ରତି ମୂହୂର୍ତ୍ତ ଉପଭୋଗ କରୁଥିବା ଦିଲ୍ଲୀପ ନିଜର ଭାବନାକୁ କଣ୍ଟ୍ରୋଲ କରିପାରିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା