Before Header

ଆଗାମୀ ୩ ଦିନ କମ ରହିବ ତାପମାତ୍ରା

0 37

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତାତିରୁ ମିଳିବ ଆଶ୍ୱସ୍ତି । ରାଜ୍ୟରେ ୩ ଦିନ ମଧ୍ୟରେ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗର ଆକଳନ । ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା । ଆଭ୍ୟନ୍ତରିଣୀ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ପାଖାପାଖି ଛୁଇଁପାରେ ।

ଉପକୂଳ ସହ ଆଭ୍ୟନ୍ତରିଣ ଓଡ଼ିଶାର କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ସେହିପରି ୨୮, ୨୯ ଏବଂ ୩୦ ତାରିଖରେ ମଧ୍ୟ କିଛି କିଛି ଜିଲ୍ଲାରେ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଛି ସୂଚନା ।

Leave A Reply

Your email address will not be published.