Masthead

ବିମାନ ଗଡ଼ାଉଛନ୍ତି ଆତଙ୍କବାଦୀ

(ବଡ଼ ଖବର ବ୍ୟୁରୋ): ବିମାନ ଗଡ଼ାଉଛନ୍ତି ଆତଙ୍କବାଦୀ । ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ି ପଳାଉଛନ୍ତି କିନ୍ତୁ ଛାଡ଼ି ଯାଇଛନ୍ତି ବିପୁଳ ଅସ୍ତ୍ରଶସ୍ତ୍ର । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବେ ତାଲିବାନ ହାତରେ ଲାଗିଛି । ଯାହାକୁ ନେଇ ଆତଙ୍କବାଦୀମାନେ ଫଟୋ ସୁଟ କରୁଥିବା ନଜର ଆସିଛି ।

ଏହା ମଧ୍ୟରେ ଆଫଗାନ ବାୟୁସେନାର ୟୁଏଚ -୬୦ ବ୍ଲାକ ହକ ହେଲିକ୍ୟାପଟରକୁ ଉଡ଼ାଇବା ପରିବର୍ତ୍ତେ ତାଲିବାନୀମାନେ ଟ୍ୟାକ୍ସି ପରି ଚଲାଇ କାନ୍ଦାହାର ବିମାନ ବନ୍ଦରକୁ ନେଇଯାଉଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ତାଲିବାନ କାବୁଲ ଅକ୍ତିଆର କରିବା ପରେ ଆତଙ୍କବାଦୀଙ୍କ ହାତରେ ଆଫଗାନିସ୍ତାନ ବାୟୁ ସେନାର ଶକ୍ତିଶାଳୀ ବିମାନକୁ ଅକ୍ତିଆର କରିଛି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ