Masthead

ଯୁବତୀ ଅପହରଣ ଅଭିଯୋଗରେ ଥାନାରେ ଉତ୍ତେଜନା

ବିଂଝାରପୁର (ବଡ଼ ଖବର ବ୍ୟୁରୋ): ଯୁବତୀଙ୍କୁ ଅପହରଣ ଘଟଣାକୁ କେନ୍ଦ୍ର କରି ଥାନା ପରିସରରେ ଉତ୍ତେଜନା। ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଶାସନ୍ଦା ଗ୍ରାମ ବନ୍ଦସାହିର ଶରତ ସ୍ୱାଇଁ ଙ୍କ ଝିଅ ସଂଘମିତ୍ରା ସ୍ୱାଇଁ ଙ୍କୁ ଗତ ୨୫ ତାରିଖ ଦିନ ଅଗ୍ନୀଉତ୍ସବ ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲେ। ସେଠାରେ ଟିଣା ଗ୍ରାମର ରାଜେଶ ନାୟକ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିନେଇଥିଲେ ତେଣୁ ସଂଘମିତ୍ରାଙ୍କ ପରିବାର ଲୋକ ଏନେଇ ବିଂଝାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

କିନ୍ତୁ ଏ ନେଇ ବିଂଝାରପୁର ପୋଲିସ କୌଣସି କାର୍ୟ୍ୟନୁଷ୍ଠାନ ନେଇନଥିବା ଅଭିଯୋଗ ଆଣି ଆଜି ବିଂଝାରପୁର ଥାନାରେ ଉତେଜନା ଦେଖା ଦେଇଥିଲା । ପରିସ୍ଥିତି ଅଣାୟତ୍ତ ହେବାରୁ ଯାଜପୁର ଏସଡ଼ିପିଓ ସତ୍ୟବ୍ରତ ଲେଙ୍କା,ମଙ୍ଗଳପୁର ଥାନା ଅଧିକାରିଣୀ ଚିନ୍ମୟ ସାହୁ, ଅଲକୁଣ୍ଡ ଥାନା ଅଧିକାରି ପ୍ରଶାନ୍ତ ଦାସ, ଦଶରଥପୁର ଥାନା ଅଧିକାରି ପହଂଚି ପରିବାର ଲୋକଙ୍କୁ ବୁଝା ସୁଝା କରିଥିଲେ ଏପଟେ ତୁରନ୍ତ ସଂଘମିତ୍ରା ଙ୍କୁ ଉଦ୍ଧାର କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର