Masthead

ବୋରୱେଲରୁ ଶିଶୁ ଉଦ୍ଧାର ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବୋରୱେଲରୁ ଶିଶୁ ଉଦ୍ଧାର ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ । ସମ୍ବଲପୁର ରେଙ୍ଗାଲିରେ ସେ ନିର୍ଦ୍ଦୟ ବ୍ୟକ୍ତି କିଏ, କାହିଁ ଏମିତି ଶିଶୁ ଫୋପାଡିଲା ତାକୁ ନେଇ ହେବ ତଦନ୍ତ । ମାତ୍ର ଦୁଇ ଦିନର ଶିଶୁକୁ ବୋରୱେଲରେ ପକାଯାଇଥିଲା । ଏନେଇ ପ୍ରଶାସନ ଦେଇଛି ତଦନ୍ତ ନିର୍ଦ୍ଦେଶ । ୮ ଘଣ୍ଟାର ଅପରେସନ ପରେ ବୋରୱେଲରୁ ନବଜାତ ଶିଶୁକୁ କରାଯାଇଥିଲା ଉଦ୍ଧାର କରାଯାଇଛି।

ଚିକିତ୍ସା ପାଇଁ ଶିଶୁଟକୁ ହସ୍ପିଟାଲରେ ରଖାଯାଇଛି । ଶିଶୁଟି ଲୁହା ପାଇପ୍‌ର ୧୩ ଫୁଟ ଭିତରେ ଫସି ରହିଥିଲା । ପ୍ରଥମେ ପାଇପ୍‌ ପାଖରେ ଜେସିବି ଦ୍ୱାରା ୨୦ ଫୁଟର ଗାତ ଖୋଳା ଯାଇଥିଲା । ପରେ ହାତରେ ମାଟି ଖୋଳି ପାଇପ୍‌ ପାଖରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଏହାପରେ ପ୍ରଥମେ ଆରି ବ୍ଲେଡ୍‌ରେ ଏବଂ ପରେ ମେସିନରେ ପାଇପ୍ କଟାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି