Masthead

ଜଳ ସମାଧି ନେବା ପୂର୍ବରୁ ବୁଡ଼ି ବିସ୍ଥାପିତଙ୍କୁ ବିଜେପିର ପ୍ରତିଶ୍ରୁତି

ପାଲଲହଡ଼ା(ବଡ଼ ଖବର ବ୍ୟୁରୋ):ବୁଡ଼ି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ ଭାଙ୍ଗିଲା ବିଜେପି । ଅନୁଗୋଳ ଜିଲ୍ଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକାରେ ରେଙ୍ଗାଳି ବୁଡ଼ି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ ଚାଲିଥିବା ବେଳେ, ଏହା ଆଜକୁ ୧୨ ଦିନରେ ପହଞ୍ଚିଥିଲା ଆଜି ବିସ୍ଥାପିତ ମାନେ ସମସ୍ତେ ଜଳ ସମାଧି ନେବେ ବୋଲି ସଂଘ ନିଷ୍ପତି ନେଇଥିଲା। ଖବର ପାଇ ସେଠାରେ ପହଂଚିଥିଲେ ବିଜେପି ଦଳ ନେତା । ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସୁବାସ ପାଣିଗ୍ରାହୀ ଦେବଗଡ଼ ବିଧାୟକ, ଗୋଲେଖ ମହାପାତ୍ର ରାଜ୍ୟ ଉପ ସଭାପତି, ରୁଦ୍ରନାରାୟଣ ପାଣି ରାଜ୍ୟସଭା ସାଂସଦ, ବରିଷ୍ଠ ନେତା ଅଶୋକ ମହାନ୍ତି, ଲିଙ୍ଗରାଜ ଦାସ ପ୍ରମୁଖ ଉପସ୍ଥିତ ରହି ପାଣି ଭିତରକୁ ଯାଇ ସତ୍ୟାଗ୍ରହକାରୀମାନଙ୍କୁ ବୁଝାସୁଝା କରି ବାହାରକୁ ଆଣିଥିଲେ। ଏବଂ ତାଙ୍କ କଥା ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଦେବଗଡ଼ ବିଧାୟକ ଏବଂ ରାଜ୍ୟ ଉପସଭାପତି ଗୋଲେଖ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ