Masthead

ରୁଷର ବିମାନ ଉପରେ ୟୁକ୍ରେନ ସେନାର ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ରୁଷ ବିମାନ ଉପରେ ଆକ୍ରମଣ କଲା ୟୁକ୍ରେନ ସୈନ୍ୟ । ୟୁକ୍ରେନ ସୀମା ପାଖରେ ହୋଇଛି ବିସ୍ଫୋରଣ । ରୁଷର ଚାରୋଟି ସୈନ୍ୟ ବିମାନ ଉପରେ ଆକ୍ରମଣ ୟୁକ୍ରେନ । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ଉଭୟ ପକ୍ଷଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। ସୁଚନା ଅନୁଯାୟୀ ୟୁକ୍ରେନ ସୀମା ନିକଟରେ ରୁଷର ଦୁଇଟି ଯୁଦ୍ଧ ବିମାନ ଏବଂ ଦୁଇଟି ସାମରିକ ହେଲିକପ୍ଟର ଉପରେ ୟୁକ୍ରେନ ଆକମ୍ରଣ କରିଛି ।

ଉତ୍ତର-ପୂର୍ବ ୟୁକ୍ରେନ ନିକଟସ୍ଥ ବ୍ରାୟାସ୍କ ଅଞ୍ଚଳରେ ସୁ -୩୪ ଯୁଦ୍ଧ ବିମାନ, ସୁ -୩୫ ଯୁଦ୍ଧ ବିମାନ ଏବଂ ଦୁଇଟି ମି -୮ ହେଲିକପ୍ଟର ଏକାଠି ହୋଇ ତଳେ ପଡ଼ିଯାଇଥିଲେ। ଯାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁକ୍ରେନ ସୀମାବର୍ତ୍ତୀ ରୁଷର ବ୍ରାଇନ୍ସ ଅଞ୍ଚଳରେ ହେଲିକପ୍ଟରଟି ଗୁଳି ଚଳାଇଥିବାର ଦେଖାଯାଇଛି। ରୁଷର ଏକ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଏହି ଯୁଦ୍ଧ ବିମାନଗୁଡ଼ିକ ୟୁକ୍ରେନର ଚେର୍ନିହିଭ ଅଞ୍ଚଳରେ ରହିଛି । ହେଲିକପ୍ଟରଗୁଡିକ ସେମାନଙ୍କୁ ଫେରାଇ ଆଣିବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା