Before Header

କରଞ୍ଜିଆରେ ପାଗଳ କୁକୁର ଆତଙ୍କ, ୧୩ ଆହତ

0 232

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): କରଞ୍ଜିଆରେ ପାଗଳ କୁକୁର ଆତଙ୍କ । ପାଗଳ କୁକୁର କାମୁଡ଼ାରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁତୁରତ ଆହତ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୨ ଜଣ ବାଳିକା ଥିବାବେଳେ ୧୧ ଜଣ ବୟସ୍କ ଲୋକଥିବା ଜଣାପଡିଛ । ଆହତମାନେ ଯଶିପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ସୁଧା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

Leave A Reply

Your email address will not be published.