Masthead

ପ୍ରେସ ନୋଟ ଜାରି କଲା ନକ୍ସଲ ସଙ୍ଗଠନ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ସୀମାନ୍ତ ଛତିଶଗଡ କାଙ୍କେର ଜିଲ୍ଲାର ଆପାଟୋଲା ଏନକାଉଣ୍ଟର ଘଟଣାର ଜାରି କଲେ ପ୍ରେସ ନୋଟ। ଗୁଳି ବିନିମୟରେ ମୃତ୍ୟୁ ହୋଇଥିବା ୨୯ ଜଣ ନକ୍ସଲଙ୍କ ପରିଚୟ ଉଲ୍ଲେଖ କରିଛନ୍ତି। ୧୭ ଜଣ ନିରସ୍ତ୍ର ନକ୍ସଲଙ୍କୁ ଜୀବନ୍ତ କାବୁ କରି ଗୁଳି କରିଥିବା ଅଭିଯୋଗ କରିଛି ନକ୍ସଲ ସଂଗଠନ। ୨୫ ଏପ୍ରିଲରେ ନାରାୟଣପୁର , କାଙ୍କେର , ମୋହଲା ଏବଂ ମାନପୁର ବନ୍ଦ ରଖିବା ପାଇଁ ଏକ ଆହ୍ବାନ ମଧ୍ୟ ଉଲ୍ଲେଖ ରହିଛି।

ପ୍ରେସ ବିଜ୍ଞପ୍ତିରେ ଘଟଣାର ବିସ୍ତୃତ ବିବରଣୀ ଦିଆଯାଇଛି। ସୂଚନାଦାତାଙ୍କ ସୂଚନା ପରେ ପୁଲିସ ଏହି ଘଟଣାକୁ ଘଟାଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇଙ୍କ ସହ ବସ୍ତର ଏବଂ ପୂରା ଛତିଶଗଡର ବିଜେପି ନେତାମାନଙ୍କୁ ଟାର୍ଗେଟ କରିଛି ନକ୍ସଲ ସଂଗଠନ। ଆପାଟୋଲା ଏନକାଉଣ୍ଟରର ନ୍ୟାୟିକ ଯାଞ୍ଚ କରାଯାଉ ବୋଲି ଲେଖିଛନ୍ତି । ନକ୍ସଲ ସଂଗଠନର ଉତ୍ତର ସବ ଜୋନାଲ ବ୍ୟୁରୋଙ୍କ ଦ୍ବାରା ଜାରି କରାଯାଇଛି ଏହି ପ୍ରେସ ନୋଟ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା