Masthead

ବିଜେପି ବିଜେଡିର ଏକ ଶାଖା: ଉମାବଲ୍ଲଭ ରଥ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲିରେ କଂଗ୍ରେସ ହେଭିଓ୍ବେଟ ନେତାଙ୍କ ମାନସ ମନ୍ଥନ । ରୁଦ୍ଧଦ୍ଵାର ଵୈଠକରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ପରଖିଲା ଦଳ । ପିପିଲି ଦଖଲ ନେଇ ଘଣ୍ଟା ଘଣ୍ଟା ଅ।ଲୋଚନା ପର୍ଯ୍ୟାଲୋଚନା । ପୁଣି ପିପିଲି ରେ କଂଗ୍ରେସ ଟ୍ରାକକୁ ଫେରିବା ପାଇଁ କଂଗ୍ରେସ କସରତ ଜାରି ରଖିଥିବାବେଳେ ନିର୍ଵାଚନରେ ଦଳ ଭଲ ପ୍ରଦର୍ଶନ କରି ନିର୍ଵାଚନ ଜିଣିବାର ଦେଲା ସଙ୍କେତ ।

ବିଜେପିର ବିଜେଡି ଏକ ଶାଖା ବୋଲି କଂଗ୍ରେସ ନେତା ଉମାବଲ୍ଲଭ ରଥ କହିଥିବା ବେଳେ ପିପିଲିରେ କଂଗ୍ରେସ ବିଜୟ ବାନା ଉଡାଇବ ବୋଲି କହିଛନ୍ତି । ସେପଟେ ବିଜେଡିକୁ ଟାର୍ଗେଟ କରିଛନ୍ତି ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଅ।ଶ୍ରିତ ପଟ୍ଟନାୟକ, ପିପିଲି ଭୋଟଙ୍କୁ ବାରମ୍ଵାର ମିଛ ପ୍ରତିଶୃତି ଦେଇ ଭଣ୍ଡାଉଥିବା ଦଳ ବିରୁଦ୍ଧରେ ଜନସାଧାରଣଙ୍କ ପାଖରେ ପହଂଚିବା ସହିତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନସଚେତନତା କରି ପିପିଲି ଦଖଲ କରିବା ନେଇ ଇସାରା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ