Masthead

‘ସିଏ ଡିଜି ହେବେ ଯାହାଙ୍କ ଉପରେ ରହିବ ସରକାରୀ କୃପା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ପରବର୍ତି ପୁଲିସ ଡିଜି କିଏ ହେବ ସେନେଇ ସଂଶୟ ଲାଗି ରହିଛିା ବର୍ତମାନ ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବ ୩୧ ତାରିଖରେ ଶେଷ ହେଉଛିା ନିର୍ୱାଚନ ଆଉ ୫ ମାସ ବାକି ଥିବା ବେଳେ ରାଜ୍ୟ ସରକାର ପୁଲିସ ଡିଜି ପରିବର୍ତନ କରିବେ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଦେଖାଦେଇଛିା ତେବେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ନିକଟରେ ତିନି ଜଣ ବରିଷ୍ଠ ପୁଲିସ ଅଫିସରଙ୍କ ନାଁ ୟୁପିଏସସି ନିକଟକୁ ପଠାଇଥିବା ଚର୍ଚ୍ଚା ହେଉଛିା ଏଥିରେ ବରିଷ୍ଠ ଆଇପିଏସ ଅଫିସର ଓାଇବି ଖୁରାନିଆ, ଏଏମ ପ୍ରସାଦ ଏବଂ ବି ରାଧିକାଙ୍କ ନାଁ ରହିଛିା

 

ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ଡିଜି ପୁଲିସଙ୍କ କାର୍ଯ୍ୟକାଳ ଶେଷ ହେବାର ତିନିମାସ ପୁର୍ବରୁ ଯୋଗ୍ୟ ଅଫିସରମାନଙ୍କ ଏକ ତାଲିକା କେନ୍ଦ୍ର ଲୋକସେବା ଆୟୋଗ ବା ୟୁପିଏସସିଙ୍କ ନିକଟକୁ ପଠାଇବା କଥାା ୧୯୮୭ ବ୍ୟାଚ୍ ଆଇପିଏସ ସୁନୀଲ ବଂଶଲଙ୍କ ଅବସର ବୟସ ସୀମା ବୃଦ୍ଧି କରାଯାଇ ତାଙ୍କୁ ରାଜ୍ୟ ପୁଲିସ ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଛିା ଯେଭଳି ଭାବରେ ଓଡିଆ ଆଇପିଏସ ଅଫିସର ବିକେ ଶର୍ମାଙ୍କୁ ଅପସାରଣ କରି ବଂଶଲଙ୍କୁ ଅଣାଗଲା ସେହି କଥା ରାଜ୍ୟବାସୀ ଏବେ ବି ମନେ ରଖିଛନ୍ତିା ତେବେ ଏବେ ଦେଖିବାର କଥା ଚର୍ଚ୍ଚା ହେଉଥିବା ଏହି ତିନିଜଣଙ୍କ ମଧ୍ୟରୁ ସରକାର କାହାକୁ ନିଯୁକ୍ତ ଦେଉଛନ୍ତି ନା ପୁଣି ଏବର ଡିଜିଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରୁଛନ୍ତିା କାରଣ ଆଗକୁ ନି ର୍ବାଚନ ଆସୁଛିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା