Before Header

ଓବିସିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକାତା ନାହିଁ: ନରସିଂହ ମିଶ୍ର

0 27

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା… ।ଓବିସିଙ୍କ ପାଇଁ ରାଜ୍ୟ ସରକାରଙ୍କର ଆଦୌ ଦରଦ ନାହିଁ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ରଖିଲେ ନାହିଁ । ଓବିସି କମିଶନର ଯେତିକି ପାଇଛନ୍ତି ରିପୋର୍ଟ ଦେଇଛନ୍ତି । କିନ୍ତୁ ସରକାର ବୋଧେ ଏବେ ସୁଦ୍ଧା ରିପୋର୍ଟ ଗ୍ରହଣ କରି ନାହାନ୍ତି ।

ତେବେ ଏହା ନିରାଟ ସତ୍ୟ ଯେ, ରାଜ୍ୟ ସରକାର ଓବିସି ପ୍ରେମୀ ନୁହନ୍ତି । ଓବିସି ମାନଙ୍କର ବିରୋଧରେ ଅଛନ୍ତି ସରକାର । ଯଦି ବର୍ତ୍ତମାନ ଓବିସି ମାନେ ପ୍ରତିକ୍ରିୟାଶୀଳ ହେବେ, ତାହେଲେ ନବୀନ ସରକାର ଦୋହଲି ଯିବ ଏବଂ ନିର୍ବାଚନ ଉପରେ ମଧ୍ୟ ଜୋରଦାର ପ୍ରଭାବ ପଡ଼ିବ ।

Leave A Reply

Your email address will not be published.