Masthead

ବଦଳିଲା ସମୁଦ୍ର ପାଣିର ରଙ୍ଗ

ପାରାଦ୍ୱୀପ(ବଡ଼ ଖବର ବ୍ୟୁରୋ); ସମୁଦ୍ର ପାଣିରେ ଭାସୁଛି ତେଲିଆ ପଦାର୍ଥ । ପାରାଦ୍ୱୀପ ସମୁଦ୍ର ଜଳରେ କୌଣସି କେମିକାଲ ମିଶିଥିବା ସୂଚନା ମିଳିଛି । ପାଣିରେ ଭାସୁଛି ସବୁଜ ରଙ୍ଗର ତୈଳାକ୍ତ ପଦାର୍ଥ। ଫଳରେ ବଦଳିଯାଇଛି ସମୁଦ୍ର ପାଣିର ରଙ୍ଗ । ଏହା ହେଉଛି ଅଇଓସିଏଲର ବର୍ଜ୍ୟତେଲ ।

ଏହାକୁ ନେଇ ଏବେ ଚିନ୍ତିତ ମତ୍ସଜୀବୀ । ବିପଦ ମୁହଁରେ ସାମୁଦ୍ରିକ ଜୀବ । ଆଇଓସିଏଲ ର (ଇଟିପି) ଇଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମସ୍ୟା ଯୋଗୁଁ ଏପରି ହୋଇଥିବା ସୂଚନା । ପ୍ଲାଣ୍ଟରୁ ସମୁଦ୍ରକୁ ପାଇପ ଯୋଗେ ଛଡାଯାଇଥାଏ ଆଇଓସିଏଲର ବର୍ଜ୍ୟ ପାଣି । ନମୁନା ସଂଗ୍ରହ କଲା ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା